Browsing Tag

garment shop owner attacked

ଲୁଗା ଦୋକାନ ମାଲିକଙ୍କୁ ଖଣ୍ଡାରେ ଆକ୍ରମଣ କଲେ ଦୁଇ ଭାଇ, ସଙ୍କଟାପନ୍ନ ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକରେ ଜଣେ ଲୁଗା ଦୋକାନ ମାଲିକଙ୍କୁ ଦୁଇଜଣ ସ୍ଥାନୀୟ ଯୁବକ ନିର୍ମମ ଭାବେ ଆକ୍ରମଣ କରିଛନ୍ତି। ରାଜେନ୍ଦ୍ର ଜେନା ଏବଂ ଜିତେନ୍ଦ୍ର ଜେନା ନାମକ ଦୁଇଜଣ ସ୍ଥାନୀୟ ଯୁବକ ଦୋକାନ ମାଲିକଙ୍କୁ ଆକ୍ରମଣ କରିଥିବା ଜଣାପଡିଛି। ଯେଉଁମାନେ ଦୁଇ ଭାଇ ବୋଲି…