ମୋକ୍ଷ ପ୍ରାପ୍ତି ପାଇଁ ଗରୁଡ ପୁରାଣରେ କେଉଁ ୧୦ ଜିନିଷ ଦାନ କରିବାକୁ କୁହାଯାଇଛି, ଏହାର କାରଣ କ’ଣ ଜାଣନ୍ତୁ
ହିନ୍ଦୁ ଧର୍ମରେ ଦାନ ଧର୍ମ ସମ୍ପର୍କରେ କୁହାଯାଇଛି । ଦାନ-ଦକ୍ଷିଣା ଦ୍ୱାରା ମିଳୁଥିବା ପୂଣ୍ୟ ଫଳ କେବଳ ଏହି ଜନ୍ମରେ ନୁହେଁ ପର ଜନ୍ମରେ ମଧ୍ୟ ମିଳିଥାଏ ବୋଲି କୁହାଯାଇଛି । ଏହାଦ୍ୱାରା ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ମଧ୍ୟ କୁହାଯାଇଛି ।
ତେଣୁ ଜୀବନକାଳ ମଧ୍ୟରେ କିଛ ବିଶେଷ ଦାନ କରିବା…