Browsing Tag

gas booking

ଆପଣଙ୍କ ଗ୍ୟାସ ସିଲିଣ୍ଡର ଶେଷ ହୋଇ ଯାଇଛି କି? ଚିନ୍ତା କରନ୍ତୁନି…ଏହି ୪ଟି ଉପାୟରେ ଆପଣ ଘରେ ବସି କରି ପାରିବେ…

ଆଜିକାଲି ସହରଠାରୁ ଗାଁ ପର୍ଯ୍ୟନ୍ତ, ସବୁ ସ୍ଥାନରେ ଗ୍ୟାସ ସିଲିଣ୍ଡରର ଉପଯୋଗିତା ବହୁତ ବୃଦ୍ଧି ପାଇଛି। ଗାଁରେ ମଧ୍ୟ ମହିଳାମାନେ କାଠ ଚୁଲି ଅପେକ୍ଷା ଗ୍ୟାସ୍ ସିଲିଣ୍ଡର ବ୍ୟବହାର କରିବାକୁ ଅଧିକ ପସନ୍ଦ କରୁଛନ୍ତି। ଏହା ସେମାନଙ୍କ କାର୍ଯ୍ୟକୁ ସହଜ କରି ଦେଉଛି। ଏଥି ସହିତ ଏହା ପରିବେଶର…

ଏଣିକି ଅନ୍ୟ କାହାର ଗ୍ୟାସ ଏଜେନ୍ସୀ ରୁ ବି ଭରିପାରିବେ ଆପଣଙ୍କ ସିଲିଣ୍ଡର, ସରକାର ଆଣୁଛନ୍ତି ନୂଆ ନିୟମ

ଏଲପିଜି ସିଲିଣ୍ଡର ବୁକିଙ୍ଗକୁ ନେଇ ବହୁତ ଜଲଦି ନୂଆ ନିୟମ ଆସିପାରେ। ଆଉ ଏହି ନିୟମ ଆପଣଙ୍କ ପାଇଁ ନିହାତି ଭାବରେ ଖୁସି ଖବର ହେବ। ଏବେ ଆପଣଙ୍କୁ କେବଳ ନିଜ ଗ୍ୟାସ ଏଜେନ୍ସୀ ଠାରୁ ବୁକ କରିବାର ଆବଶ୍ୟକ ପଡିବ ନାହିଁ ବରଂ ଆପଣ ଅନ୍ୟ ଜଣେ ଗ୍ୟାସ ଏଜେନ୍ସୀଙ୍କ ଠାରୁ ବି ବୁକିଙ୍ଗ କରିପାରିବେ।…

ବୁକିଂ କରିବାର ଅଧଘଣ୍ଟା ଭିତରେ ଘରେ ପହଞ୍ଚିବ ଏଲ୍‌ପିଜି ସିଲିଣ୍ଡର, IOC ଆରମ୍ଭ କରୁଛି ତତ୍କାଳ ସର୍ଭିସ

ଏଲ୍‌ପିଜି ସିଲିଣ୍ଡର ବୁକ୍‌ କଲେ ଆମକୁ ଦୁଇ ତିନି ଅପେକ୍ଷା କରିବାକୁ ପଡ଼ିଥାଏ। ମାତ୍ର ଏବେ ଗ୍ରାହକଙ୍କୁ ଆଉ ସିଲିଣ୍ଡର ପାଇଁ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଯଦି ଆପଣଙ୍କୁ ତୁରନ୍ତ ସିଲିଣ୍ଡର ଦରକାର ତେବେ ଆପଣଙ୍କୁ ସାଙ୍ଗେ ସାଙ୍ଗେ ହିଁ ମିଳିଯିବ। ଇଣ୍ଡିଆନ୍‌ ଅଏଲ୍‌ ଏବେ ଗ୍ରାହକଙ୍କ ପାଇଁ…

ଏବେ କେବଳ ଗୋଟିଏ ମିସଡ୍‌ କଲ୍‌ କରି ପାଆନ୍ତୁ ଗ୍ୟାସ୍‌ ସିଲିଣ୍ଡର, ନମ୍ବର କଣ ଜାଣନ୍ତୁ

ନୂତନ ବର୍ଷରେ ଆପଣମାନଙ୍କ ପାଇଁ ଖୁସି ଖବର ଆଣିଛନ୍ତି ସରକାର। ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ବୁକ୍‌ ପାଇଁ ଏବେ ଆପଣଙ୍କୁ କଲ୍‌ କରିବାର ଆବଶ୍ୟକତା ପଡିବନି। କାହିଁକିନା ଏବେ ମାତ୍ର ଗୋଟିଏ ମିସଡ୍‌ କଲ୍‌ କଲେ ଆପଣଙ୍କ ଘରେ ପହଁଚିବ ଗ୍ୟାସ୍‌ ସିଲିଣ୍ଡର। ରାଜଧାନୀ ଭୁବନେଶ୍ୱର ସମେତ ସାରା ଦେଶର…

ଏହି ଆପ୍‌ ଦ୍ୱାରା ୫୦୦ ଟଙ୍କା ଶସ୍ତାରେ ପାଇବେ ଗ୍ୟାସ୍‌ ସିଲିଣ୍ଡର, ଜଲଦି ଉଠାନ୍ତୁ ଏହି ଅଫରର ଫାଇଦା

ଯଦି ଆପଣ ପେଟିଏମ ବ୍ୟବହାର କରୁଛନ୍ତି ତାହେଲେ ଏହି ଖବର ଆପଣଙ୍କ ପାଇଁ। ଏହି କରୋନା କାଳରେ ଡିସେମ୍ବର ମାସରେ ଗ୍ୟାସ୍‌ ସିଲିଣ୍ଡର ୫୦ ଟଙ୍କା ମହଙ୍ଗା ହୋଇଛି। ସେହିପରି ପେଟିଏମ ୟୁଜରଙ୍କ ପାଇଁ ଗ୍ୟାସ୍‌ ସିଲିଣ୍ଡର ବୁକିଂକୁ ନେଇ ବହୁତ ବଡ ଖୁସି ଖବର ମିଳିଛି। ପେଟିଏମ ୟୁଜର ଗ୍ୟାସ୍‌…

ଶସ୍ତାରେ ଗ୍ୟାସ ସିଲିଣ୍ଡର ବୁକ୍‌ କରିବାର ମଉକା, ବୁକିଙ୍ଗ ମାତ୍ରକେ ପାଇବେ କ୍ୟାସବ୍ୟାକ୍‌

ଯଦି ଆପଣ ଏଲପିଜି ଗ୍ୟାସ୍‌ ସିଲିଣ୍ଡର ବ୍ୟବହାର କରୁଛନ୍ତି ତାହେଲେ ଏହି ଜରୁରୀ ଖୁସି ଖବର ଆପଣଙ୍କ ପାଇଁ। ଆପଣ ଗ୍ୟାସ ସିଲିଣ୍ଡର ଅନଲାଇନ ବୁକ କରୁଥିଲେ ଏହି ଜରୁରୀ ଖବରକୁ ନିଶ୍ଚୟ ଜାଣନ୍ତୁ। ଏହିପରି ଭାବେ ଗ୍ୟାସ ସିଲିଣ୍ଡର ଅନଲାଇନ ବୁକିଂ କରିବା ଦ୍ୱାରା ଆପଣଙ୍କୁ ଭାରି ଡିସକାଉଣ୍ଟ ମିଳିବ।…

ଏବେ ହ୍ଵାଟ୍ସଆପ୍‌ରେ କରିହେବ ଗ୍ୟାସ୍‌ ସିଲିଣ୍ଡର ବୁକ୍‌, ଜାଣନ୍ତୁ କେମିତି

ଲୋକମାନେ ହାଇଟେକ୍‌ ହେବା ସହ ଏବେ କମ୍ପାନୀମାନେ ମଧ୍ୟ ଗ୍ରାହକଙ୍କୁ ଭଲ ସେବା ଯୋଗାଇବା ପାଇଁ ଟେକ୍ନୋଲୋଜି ବ୍ୟବହାର କରୁଥିବା ଦେଖାଯାଇଛି। ଟ୍ରାଭେଲ ପୋର୍ଟାଲ ଓ ହୋମ୍‌ ଅପ୍ଲାୟନ୍ସ କମ୍ପାନୀ ହ୍ଵାଟ୍ସଆପ୍‌ରେ ସେବା ଉପଲବ୍ଧ କରାଇବା ପରେ ଏବେ ଏହି ତାଲିକାରେ ଗ୍ୟାସ୍‌ ସିଲିଣ୍ଡର କମ୍ପାନୀ…

ଜରୁରୀ ଖବର : ଏବେ ୧୫ ଦିନ ପୂର୍ବରୁ କରିପାରିବେନି ରନ୍ଧନ ଗ୍ୟାସ ସିଲିଣ୍ଡର ବୁକିଙ୍ଗ

କାରୋନା ଭାଇରସ ମହାମାରୀର ପ୍ରକୋପକୁ ରୋକିବା ପାଇଁ ଭାରତରେ ୨୧ ଦିନର ଲକଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ଆସନ୍ତା ଏପ୍ରିଲ ୧୪ ତାରିଖରେ ଏହି ଲକଡାଉନର ଅବଧି ଶେଷ ହେଉଛି। ତେବେ ଏହା ମଧ୍ୟରେ ଅନେକ ଲୋକଙ୍କ ମନରେ ରୋଷେଇ ଗ୍ୟାସ ସିଲିଣ୍ଡର ସାପ୍ଲାଏକୁ ନେଇ ଅନେକ ପ୍ରଶ୍ନ ଆସୁଛି। ଆଉ…