Browsing Tag

gas cylinder caught fire

ଗ୍ୟାସ୍ ସିଲିଣ୍ଡର ଲିକ୍ ହୋଇ ଭୟାବହ ଅଗ୍ନିକାଣ୍ଡ, ଘରର ଆସବାବ ପତ୍ର ସହ ଅନେକ ସାମଗ୍ରୀ ପୋଡି ପାଉଁଶ

ଗଂଜାମ : ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗାଁ ରେ ଆଜି ଭୋର୍ ରେ ଚକ୍ରପାଣି ଡାକୁଆଙ୍କ ଘରେ ଗ୍ୟାସ୍ ସିଲିଣ୍ଡର ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଘରର ଆସବାବ ପତ୍ର ଓ ଲୁଗା ଓ ଚାଉଳ ପୋଡିଯାଇଥିବା ଜଣାପଡିଛି । ମକର ସଂକ୍ରାନ୍ତି ଥିବା ଯୋଗୁଁ ଭୋର୍ ରେ ଚକ୍ରପାଣି ଙ୍କ…