Browsing Tag

gas leak

ସାଉଥ ଆଫ୍ରିକାରେ ବିଷାକ୍ତ ଗ୍ୟାସ୍‌ ଲିକ୍‌, ୨୪ ମୃତ

ସାଉଥ ଆଫ୍ରିକାର ରାଜଧାନୀ ଜୋହାନ୍ସବର୍ଗ ଝୁଗୀ ବସ୍ତିରେ ବିଷାକ୍ତ ଗ୍ୟାସ୍ ଲିକ୍ ଯୋଗୁ ୨୪ ଜଣଙ୍କ ମୃତ୍ୟୁ ହୋଇଛି ।। ମୃତକଙ୍କ ମଧ୍ୟରେ କିଛି ମହିଳା ଓ ଛୋଟ ପିଲା ମଧ୍ୟ ରହିଛନ୍ତି। ଘଟଣାଟି ବୁଧବାର ରାତିରେ ଘଟିଛି । ସୂଚନା ମୁତାବକ, ଜୋହାନ୍ସବର୍ଗର ପୂର୍ବ ପ୍ରାନ୍ତରେ ଥିବା ବୋକ୍ସବର୍ଗର…

ପଞ୍ଜାବରେ ପୁଣି ଗ୍ୟାସ୍‌ ଲିକ୍‌! ବିଷାକ୍ତ ଗ୍ୟାସ୍‌ ସଂସ୍ପର୍ଶରେ ଆସି ସ୍କୁଲ ଛାତ୍ରଛାତ୍ରୀ ଓ ଶିକ୍ଷକ ହସ୍ପିଟାଲରେ…

ପଞ୍ଜାବର ଲୁଧିଆନାରେ ଗତ ଏପ୍ରିଲ୍‌ ୩୦ରେ ହୋଇଥିବା ଭୟାବହ ଗ୍ୟାସ୍ ଲିକ୍ ଦୁର୍ଘଟଣାକୁ ଦିନ କେଇଟା ବିତି ନ ଥିବାବେଳେ ଏବେ ପଞ୍ଜାବରୁ ଆଉ ଏକ ଗ୍ୟାସ୍ ଲିକ୍ ଘଟଣା ସାମ୍ନାକୁ ଆସିଛି। ନଙ୍ଗଲର ସେଣ୍ଟ ସୋଲ୍‌ଜର ସ୍କୁଲରେ ଗ୍ୟାସ୍‌ ଲିକ ହେତୁ ଅନେକ ଛାତ୍ରଛାତ୍ରୀ ଓ ଶିକ୍ଷକ ପ୍ରଭାବିତ ହୋଇଛନ୍ତି।…

ପଞ୍ଜାବ ଲୁଧିଆନା ଗ୍ୟାସ ଲିକ୍‌ ଘଟଣା : ଏଫଆଇଆର ରୁଜୁ, ୧୧ ମୃତକଙ୍କ ପରିବାରକୁ ମିଳିବ ୨ ଲକ୍ଷ କ୍ଷତିପୂରଣ

ପଞ୍ଜାବ ଲୁଧିଆନାରେ ଗ୍ୟାସ୍‌ ଲିକ୍‌ ହୋଇ ୯ ଜଣ ମୃତ୍ୟୁବରଣ କରିଥିବା ବେଳେ ୧୧ ଜଣ ଗୁରୁତର ରହିଛନ୍ତି । ଏହି ଘଟଣାରେ ମୃତକଙ୍କ ପରିବାରକୁ ୨-୨ ଲକ୍ଷ ଟଙ୍କାର କ୍ଷତିପୂରଣ ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି ପଞ୍ଜାବ ସରକାର । ଲୁଧିଆନା ଜିଲ୍ଲାର ଗିୟାସପୁରରେ ରବିବାର…

ପଞ୍ଜାବ ଲୁଧିଆନାରେ ଗ୍ୟାସ୍‌ ଲିକ୍‌; ୯ ମୃତ, ୧୧ ଗରୁତର

ପଞ୍ଜାବ ଲୁଧିୟାନାରେ ବଡ ଅଘଟଣ । ଗ୍ୟାସ ଲିକ୍‌ ହୋଇ ୯ ଜଣ ମୃତ୍ୟୁବରଣ କରିଥିବା ବେଳେ ୧୧ ଗୁରୁତର ଆହତ ହୋଇଛନ୍ତି । ଘଟଣା ବିଷୟରେ ଖବର ପାଇବା ପରେ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ସହିତ ଆହତଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।…

ବାଲେଶ୍ୱର: ଖନ୍ତାପଡ଼ା ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରୁ ଗ୍ୟାସ ଲିକ୍‌, ୧୫ କର୍ମଚାରୀ ଅସୁସ୍ଥ

ବାଲେଶ୍ବର(କେନ୍ୟୁଜ୍): ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ନିକଟରେ ଥିବା ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରୁ ଗ୍ୟାସ ଲିକ୍‌ । ଏଥିଯୋଗୁ କିଛି ଶ୍ରମିକ ଅସୁସ୍ଥ ହୋଇପଡ଼ିଥିଲେ । ସେମାନଙ୍କୁ ଚିକିତ୍ସା ପାଇଁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସମସ୍ତେ ବିପଦମୁକ୍ତ ଥିବା…

ବିଷାକ୍ତ ଗ୍ୟାସ୍‌ ଲିକ୍‌ ହୋଇ ଶତାଧିକ ଅସୁସ୍ଥ, ୫୦ରୁ ଅଧିକ ମହିଳା ହସ୍ପିଟାଲ୍‌ରେ ଭର୍ତ୍ତି

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଶିଳ୍ପାଞ୍ଚଳରେ ବିଷାକ୍ତ ଗ୍ୟାସ୍‌ ଲିକ୍‌ । ୧୨୧ରୁ ଅଧିକ କର୍ମଚାରୀ ଆହତ ଓ ଗୁରୁତର ଥିବା ୫୦ ଜଣ କର୍ମଚାରୀଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଆନ୍ଧ୍ରପ୍ରଦେଶ ଆକନ୍ନାପଲ୍ଲେ ଜିଲ୍ଲାରେ ଥିବା ଏକ ପୋଷାକ କାରଖାନାରେ ବିଷାକ୍ତ ଗ୍ୟାସ…

ଗ୍ୟାସ ଲିକ୍‌ ହୋଇ ହଠାତ୍ ଲାଗିଲା ନିଆଁ, ପ୍ରାଣ ବିକଳରେ ଘର ଛାତ ଉପରୁ ଡେଇଁ ୩ ଗୁରୁତର

ବ୍ରହ୍ମପୁର(କେନ୍ଯୁଜ୍): ଗ୍ୟାସ୍‌ ଲିକ୍‌ରୁ ଅଘଟଣ। ପ୍ରାଣ ବିକଳରେ ଘର ଛାତ ଉପରୁ ଡେଇଁ ୩ ଗୁରୁତର। ବ୍ରହ୍ମପୁର ଶ୍ରୀରାମ ନଗର ପ୍ରଥମ ଲାଇନର ଶ୍ରୀହରି ବାବୁଙ୍କ ଘରେ ଘଟିଛି ଏହି ଅଘଟଣ। ଆଜି ସକାଳୁ ରୋଷେଇ ଚାଲୁଥିବାବେଳେ ହଠାତ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗିଯାଇଥିଲା। ଫଳରେ ପ୍ରାଣ…

ଗ୍ୟାସ୍ ଗାଡ଼ି ସହ ବାଇକ୍ ଧକ୍କା: ଜାତୀୟ ରାଜପଥରେ ଗ୍ୟାସ୍ ଲିକ୍, ଦୁଇ ଗୁରୁତର

ଯାଜପୁର(କେନ୍ୟୁଜ୍) : ଯାଜପୁର ଜିଲ୍ଲା ଜାତୀୟ ରାଜପଥ ୧୬ କଡେଇ ଛକ ନିକଟରେ ଗ୍ୟାସ ଗାଡି ସହ ବାଇକ ଧକ୍କା, ଦୁଇ ଗୁରୁତର। ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଗ୍ୟାସ ଲିକ। ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର କଡେଇ ଛକ ନିକଟରେ ଭାରତ ପେଟ୍ରୋଲିୟମ ଗ୍ୟାସ ଗାଡିଟି ଚଣ୍ଡିଖୋଲ ଅଭିମୁଖେ…

ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ୍‌ ଲିକ୍‌ ଘଟଣା, ସେଫ୍‌ଟି ବିଭାଗର ଆସିଷ୍ଟାଣ୍ଟ ମ୍ୟାନେଜର ନିଲମ୍ବିତ

ରାଉରକେଲା : ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ୍‌ ଲିକ୍‌ ଘଟଣାରେ ଆଉ ଜଣେ ଅଧିକାରୀ ନିଲମ୍ବିତ। ସେଫ୍‌ଟି ବିଭାଗର ଆସିଷ୍ଟାଣ୍ଟ ମ୍ୟାନେଜର ସ୍ମୃତି ରଞ୍ଜନ ସାହୁଙ୍କୁ ନିଲମ୍ବନ କରାଯାଇଛି। ଗତକାଲି ଆଉ ୨ଜଣ DGMଙ୍କୁ ନିଲମ୍ବନ କରାଯାଇଥିଲା। ଘଟଣାରେ ଏ ପର୍ଯ୍ୟନ୍ତ ୩ଜଣଙ୍କୁ…

ରାଉରକେଲା ଗ୍ୟାସ ଲିକ୍ ଘଟଣା: ନିଲମ୍ବିତ ହେଲେ ଦୁଇ ଡିଜିଏମ, ମୃତକଙ୍କ ପରିବାରରୁ ଜଣକୁ ମିଳିବ ଚାକିରି

ରାଉରକେଲା(କେନ୍ୟୁଜ୍): RSP ଗ୍ୟାସ ଲିକ୍ ଘଟଣାରେ କାର୍ଯ୍ୟାନୁଷ୍ଠାନ। ୨ ଜଣ ଡିଜିଏମଙ୍କୁ କରାଗଲା ସସପେଣ୍ଡ୍। କର୍ତ୍ତବ୍ୟରେ ଅବହେଳା କାରଣରୁ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ସିଇଓ ଏହି ଦୁଇ ଜଣଙ୍କୁ ସସପେଣ୍ଡ  କରିଥିବାର ସୂଚନା ମିଳିଛି।  ଦୁଇ  ଡିଜିଏମଙ୍କ ହେଲେ କୋଲ କେମିକାଲ ଡିପାର୍ଟମେଣ୍ଟର…

ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟରେ ଗ୍ୟାସ୍‌ ଲିକ୍ ଘଟଣା, ମୃତ୍ଯୁସଂଖ୍ଯା ୪କୁ ବୃଦ୍ଧି

ରାଉରକେଲା : ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟରେ ଗ୍ୟାସ୍‌ ଲିକ୍‌ । ଗ୍ୟାସ୍‌ ଲିକ୍‌ ହୋଇ ୪ଜଣଙ୍କ ମୃତ୍ୟୁ ହୋଇଛି। ପ୍ରଥମେ ୪ ଜଣ କର୍ମଚାରୀ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଥିଲା । ତେବେ କିଛି ସମୟ ପରେ ୨ ଜଣଙ୍କର ଜୀବନ ଚାଲିଯାଇଥିବାବେଳେ…

ଭୁବନେଶ୍ବରର ଗଙ୍ଗନଗରରେ ଅଘଟଣ: ଚୁଲାରୁ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ, ୨ ଗୁରୁତର

ଭୁବନେଶ୍ବର: ଗଙ୍ଗନଗରରେ ଅଗ୍ନିକାଣ୍ଡ। ଚୁଲାରୁ ଗ୍ୟାସ୍ ଲିକ୍ ହୋଇ ଏହି ଅଗ୍ନିକାଣ୍ଡ ଘଟିଥିବା ଶୁଣିବାକୁ ମିଳିଛି । ଏଥିରେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ଦୁଇ ଜଣ ହେଉଛନ୍ତି ରାଧା ବେହେରା,ଅର୍ଜୁନ ବେହେରା। ଉଭୟଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା…