ଚଣ୍ଡିଗଡ: ସ୍କୁଲ ନିକଟରେ ଗ୍ୟାସ୍ ଲିକ୍, ବ୍ୟାଗ୍ ଛାଡି ଦୌଡିଲେ ୧୬୦୦ ପିଲା
ଚଣ୍ଡିଗଡର ଘରୋଇ ସ୍କୁଲ ନିକଟରେ ପାଇପଲାଇନରୁ ଗ୍ୟାସ୍ ଲିକ୍ ହେବା ପରେ ସ୍କୁଲରେ ଆତଙ୍କ ଖେଳିଯାଇଛି । ଫଳରେ ସ୍କୁଲରେ ଥିବା ପିଲାମାନେ ବ୍ୟାଗ୍ ଛାଡି ସ୍କୁଲରୁ ଦୌଡିଥିଲେ । ଏହା ପରେ ସ୍କୁଲରୁ ୧୬୦୦ ପିଲାଙ୍କୁ ସୁରକ୍ଷିତ ଭାବେ ଘରକୁ ପଠାଯାଇଛି । ଏହାସହିତ ଦମକଳ ଏବଂ ପୋଲିସ ଘଟଣା ସ୍ଥଳରେ…