ପାକିସ୍ତାନ : ଏଲପିଜି ଗ୍ୟାସ୍ ଟ୍ୟାଙ୍କର ବିସ୍ଫୋରଣ, ୬ ମୃତ, ୩୧ ଆହତ
ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ଏଲପିଜି ଭର୍ତ୍ତି ଟ୍ୟାଙ୍କର ବିସ୍ଫୋରଣ ହେବା ଯୋଗୁଁ ୬ ଜଣଙ୍କ ପ୍ରାଣ ଚାଲିଯାଇଛି । ଘଟଣାରେ ୩୧ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ଉଦ୍ଧାରକାରୀ ଟିମ୍ ଏବଂ ପୋଲିସ ପହଞ୍ଚି ଆହତଙ୍କୁ ହସପିଟାଲରେ ଭର୍ତ୍ତି କରିଛି ।
ଖବର ମୁତାବକ, ପାକିସ୍ତାନର…