ଯାତ୍ରା ଆରମ୍ଭ ପୂର୍ବରୁ ଅଘଟଣ: ଭୁଶୁଡିଲା ତୋରଣ, ଚାପିହୋଇଗଲେ ଶତାଧିକ ଦର୍ଶକ
ସାଲେପୁର: ଯାତ୍ରା ଆରମ୍ଭ ପୂର୍ବରୁ ବଡ଼ ଅଘଟଣ । ଭୁଶୁଡିଲା ତୋରଣ, ଚାପିହୋଇଗଲେ ଶତାଧିକ ଦର୍ଶକ। ମହିଳା , ପୁରୁଷ , ବୟସ୍କ ଏମିତିକି ଛୋଟ ଛୋଟ ପିଲା ମାନେ ମଧ୍ୟ ଚାପି ହୋଇଯାଇଥିଲେ । ଯାତ୍ରା ପାର୍ଟି ସମ୍ମୁଖରେ ଥିବା ଉଚ୍ଚ ଲୁହାର ଏଣ୍ଟ୍ରି ଗେଟ୍ ଭୁଷୁଡି ପଡିବାରୁ କଟକ ଜିଲ୍ଲା ସାଲେପୁର…