Browsing Tag

gauahar khan

ପୁଣି ବଢ଼ିଲା ଗୌହର ଖାନ୍‌ଙ୍କ ସମସ୍ୟା, ୨ ମାସ ପାଇଁ ଇଣ୍ଡଷ୍ଟ୍ରୀରୁ ବ୍ୟାନ୍‌ କଲା FWICE

ପୁଣି ବଢ଼ିଲା ଗୌହର ଖାନ୍‌ଙ୍କ ସମସ୍ୟା। କରୋନା ପଜିଟିଭ୍‌ ହୋଇଥିବା ସତ୍ତ୍ୱେ କ୍ୱାରେଣ୍ଟାଇନ୍‌ରେ ନ ରହି ସୁଟିଂ କରିଥିବାରୁ ଗତ କାଲି ମୁମ୍ବାଇ ପୋଲିସ ତାଙ୍କ ନାଁରେ ମାମଲା ରୁଜୁ କରିବା ପରେ ଏବେ ଗୌହରଙ୍କୁ ବ୍ୟାନ୍‌ କରିଛି ସିନେ ଇଣ୍ଡଷ୍ଟ୍ରୀ। ଫେଡେରେସନ୍‌ ଅଫ୍‌ ୱେଷ୍ଟର୍ଣ୍ଣ ଇଣ୍ଡିଆ…

ଅଚାନକ ଏକ୍ସ-ବୟଫ୍ରେଣ୍ଡ କୁଶଲଙ୍କୁ ଭେଟିଲେ ନବବିବାହିତା ଗୌହର ଖାନ୍‌, ତା’ପରେ ଏମିତି ଦେଲେ ରିଆକ୍ସନ୍‌; ଦେଖନ୍ତୁ…

ବିଗ୍‌ବସ୍‌ ବିଜେତା ଗୌହର ଖାନ୍‌ ନିକଟରେ ଜୈଦ୍‌ ଦରବାରଙ୍କୁ ବିବାହ କରିଛନ୍ତି। ବିବାହର ୨ ଦିନ ପରେ ହିଁ ସେ କାମକୁ ଫେରିଆସିଛନ୍ତି। ଗୌହର ସୁଟିଂ ପାଇଁ ଲକ୍ଷ୍ନୌ ଯାଉଥିବା ବେଳେ ତାଙ୍କ ସହ କିଛି ଏମିତି ହେଲା ଯାହା ସେ କେବେ ବି ଚିନ୍ତା କରିନଥିଲେ। ଗୌହର ଫ୍ଲାଇଟ୍‌ରେ ନିଜ ଏକ୍ସ-ବୟଫ୍ରେଣ୍ଡ…

ବିବାହ ବନ୍ଧନରେ ବାନ୍ଧି ହେଲେ ଗୌହର ଖାନ୍‌, ଦେଖନ୍ତୁ ବାହାଘରର କିଛି ଖାସ୍‌ ମୁହୂର୍ତ୍ତ

ବଲିଉଡ୍‌ ଆକ୍ଟ୍ରେସ୍‌ ଗୌହର ଖାନ୍‌ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଗୌହର ଏବଂ ଜୈଦ ଦରବାରଙ୍କ ବିବାହ ବେଳର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। କେବଳ ଫଟୋ ନୁହେଁ ଅନେକ ଭିଡିଓ ବି ଖୁବ୍‌ ଭାଇରାଲ ହେଉଛି। View this…

ଆଜି ହାତକୁ ଦି’ହାତ ହେଉଛନ୍ତି ଗୌହର ଖାନ୍‌, ସେୟାର କଲେ ମେହେନ୍ଦି ରସମ୍‌ର ଫଟୋ

ଆଜି ବିବାହ କରୁଛନ୍ତି ବିଗ୍‌ବସ୍‌ ୭ ଫେମ୍‌ ଗୌହର ଖାନ୍‌। ଜୈଦ୍‌ ଦରବାରଙ୍କ ସହ ସେ ବିବାହ ବନ୍ଧନରେ ବାନ୍ଧି ହେବେ। କିନ୍ତୁ ବିବାହ ପୂର୍ବରୁ ମେହେନ୍ଦି ସେରିମନି ଅନୁଷ୍ଠିତ ହୋଇଛି, ଯାହାର ଫଟୋକୁ ଗୌହର ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଗୌହର ସେୟାର କରିଥିବା ଫଟୋରେ ସେ ହାତରେ…