Browsing Tag

Gauri Khan

ଶାହାରୁଖ ଖାନ୍‌ଙ୍କ ପରେ ପୁଅ ଆର୍ଯ୍ୟନ୍‌କୁ ଭେଟିବାକୁ ଆଜି ଜେଲରେ ପହଞ୍ଚିଛନ୍ତି ମା’ ଗୌରୀ

ବାପା ଶାହାରୁଖ ଖାନ୍‌ଙ୍କ ପରେ ଏବେ ପୁଅ ଆର୍ଯ୍ୟନ୍‌କୁ ଭେଟିବାକୁ ଜେଲ୍‌ରେ ପହଞ୍ଚିଛନ୍ତି ମା’ ଗୌରୀ ଖାନ୍‌। ଡ୍ରଗ୍ସ କେସ୍‌ରେ ବଲିଉଡ୍‌ ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଏବେ ଜେଲରେ ଅଛନ୍ତି। ଦୀର୍ଘ ଦିନ ଧରି ଜେଲରେ ରହିବା ପରେ ଆଜି ମା’ ଗୌରୀ ପୁଅକୁ ଭେଟିବାକୁ ଆର୍ଥର…

ନିଜ ଆଲିଶାନ୍‌ ବଙ୍ଗଳାରେ ରହିବାର ସୁଯୋଗ ଦେଉଛନ୍ତି ଶାହାରୁଖ ଖାନ୍‌, ଜାଣନ୍ତୁ କେମିତି କରିବେ ଆବେଦନ

ଶାହାରୁଖ ଖାନ୍‌ଙ୍କ ଫ୍ୟାନ୍‌ଙ୍କ ପାଇଁ ଖୁସିଖବର। ଯଦି ଆପଣ ବି କିଙ୍ଗ୍‌ ଖାନ୍‌ଙ୍କ ବିଗ୍‌ ଫ୍ୟାନ୍‌ ତେବେ ଆପଣ ବି ଶାହାରୁଖଙ୍କ ଘରେ ରହିବାର ସୁଯୋଗ ପାଇବେ। ବିଶ୍ୱାସ ହେଉନଥିଲେ ବି ଏହା ସତ। ନିକଟରେ ଶାହାରୁଖ ଖାନ୍‌ ନିଜ ଦିଲ୍ଲୀସ୍ଥିତ ଘରର ଝଲକ ଦେଖାଇଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ଏହି…

ଶାହାରୁଖଙ୍କ ଏହି ଅଭ୍ୟାସ ଯୋଗୁ ବିରକ୍ତ ହୋଇ ବ୍ରେକ୍‌ଅପ୍‌ କରିଥିଲେ ଗୌରୀ, ପୁଣି ଏମିତି ହୋଇଥିଲା ପ୍ୟାଚ୍‌ଅପ୍‌

ବଲିଉଡ୍‌ ବାଦଶାହ ଶାହାରୁଖ ଖାନ୍‌ ଓ ଗୌରୀ ଖାନ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀର ସବୁଠାରୁ ଚର୍ଚ୍ଚିତ ଯୋଡ଼ି। ଏମାନଙ୍କ ପ୍ରେମ କାହାଣୀ କୌଣସି ଫିଲ୍ମ ଠାରୁ କମ୍‌ ନୁହେଁ। ଗୁରୁବାର ବା ଆଜି ଗୌରୀ ନିଜ ୫୦ ତମ ଜନ୍ମଦିନ ପାଳନ କରୁଛନ୍ତି। ବିବାହ ପୂର୍ବରୁ ଗୌରୀଙ୍କ ନାଁ ଥିଲା ଗୌରୀ ଛିବ୍ଦର। ଗୌରୀ ଏକ…

ମାତ୍ର ୫ ମିନିଟ୍‌ରେ ପ୍ରସ୍ତୁତ ହୁଅନ୍ତି ଗୌରୀ, ଶାହରୁଖଙ୍କୁ ଲାଗିଥାଏ ପୂରା ୫ ଘଣ୍ଟା!

ବଲିଉଡ୍‌ ସୁପରଷ୍ଟାର୍‌ ଶାହରୁଖ ଖାନ୍‌ଙ୍କ ବିଷୟରେ ଫ୍ୟାନ୍‌ମାନେ ଯେତେ ବି ଅଧିକ ଜାଣିଲେ, ଆଉ କିଛି ଜାଣିବା ପାଇଁ ସବୁବେଳେ ଉତ୍ସୁକତା ରହିଥାଏ। ତାଙ୍କ ପର୍ସନାଲ୍‌ ଲାଇଫ୍‌ ଫ୍ୟାନ୍‌ମାନଙ୍କୁ ଆକର୍ଷିତ କରିଥାଏ। ଏବେ ଏବେ ଏହି ଅଭିନେତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡ଼ିତ ଏକ ସିକ୍ରେଟ୍‌ କଥା…

ବିବାହ ବାର୍ଷିକୀରେ ପତ୍ନୀଙ୍କ ପାଇଁ ଏମିତି ଭାବପୂର୍ଣ୍ଣ କଥା କହିଲେ କିଙ୍ଗ୍‌ ଖାନ୍‌, ପଢ଼ିଲେ ଆପଣ ବି କରିବେ ପ୍ରଶଂସା

ବଲିଉଡ୍‌ର କିଙ୍ଗ୍‌ ଭାବେ ପରିଚିତ ଶାହାରୁଖ୍‌ ଖାନ୍‌ ଏବଂ ତାଙ୍କ ପତ୍ନୀ ଗୌରୀ ଖାନ୍‌ ଆଜି ୨୮ ତମ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ଏହି ଯୋଡି ବଲିଉଡ୍‌ର ସବୁଠାରୁ ଲୋକପ୍ରିୟ ଯୋଡ଼ିମାନଙ୍କ ମଧ୍ୟରେ ଅନ୍ୟତମ। ଏହି ଦମ୍ପତି ଏକାଠି ଜୀବନର ବହୁ ଝଡ଼ଝଞ୍ଜାକୁ ସାମ୍ନା କରିଛନ୍ତି। ଏହାସହ…