Browsing Tag

Gautam Gambhir

ବିରାଟଙ୍କ ସହିତ ଝଗଡା କରିବା ପରେ ପୁଣି ରାଗରେ ଟ୍ଵିଟ୍‌ କଲେ ଗମ୍ଭୀର

ଆଇପିଏଲ୍‌ରେ ବିରାଟ କୋହଲି ଏବଂ ଗୌତମ ଗମ୍ଭୀରଙ୍କ ଝଗଡାକୁ ନେଇ ଏବେ ସବୁଠି ଚର୍ଚ୍ଚା । ତେବେ ଏହି ଘଟଣାକୁ ନେଇ ଦୁଇଦିନ ବିତିଯାଇଥିଲେ ମଧ୍ୟ ଗମ୍ଭୀରଙ୍କ ରାଗ ଶାନ୍ତ ହୋଇନାହିଁ । ଗମ୍ଭୀର ଟ୍ଵିଟ୍‌ କରି ପୁଣିଥରେ ସୋସିଆଲ ମିଡିଆରେ ହଟଚମଟ ସୃଷ୍ଟି କରିଛି । ଗମ୍ଭୀର ଟ୍ଵିଟ କରି ଲେଖିଛନ୍ତି,…

ଗୌତମ ଗମ୍ଭୀରଙ୍କୁ କରୋନା, ଟ୍ୱିଟ୍ କରି ଦେଲେ ସୂଚନା

ଭାରତୀୟ କ୍ରିକେଟର ତଥା ଭାରତୀୟ ଜନତା ପାର୍ଟିର ସାଂସଦ ଗୌତମ ଗମ୍ଭୀରଙ୍କୁ କରୋନା ପଜିଟିଭି ବୋଲି ଜଣାପଡିଛି। ମଙ୍ଗଳବାର ଟ୍ୱିଟ୍ କରି ଗୌତମ ଗମ୍ଭୀର ଏହି ସୂଚନା ଦେଇଛନ୍ତି । ଏହା ସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ କୋଭିଡ୍ ଟେଷ୍ଟ୍ କରାଇବାକୁ ଅନୁରୋଧ କରିଛନ୍ତି । ସେ ଟୁଇଟ୍…

ଗୌତମ ଗମ୍ଭୀର ଓ ତାଙ୍କ ପରିବାରକୁ ହତ୍ୟା ଧମକ ଦେଲା ISIS, ରାତିରେ ମିଳିଛି ଇ-ମେଲ; ଘର ବାହାରେ ସୁରକ୍ଷା ବଢ଼ାଇ ଦେଲା…

ଭାରତର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକପୂର୍ଣ୍ଣ ଏକ ଇମେଲ ମିଳିଛି। ଏହି ମେଲ ପରେ ଦିଲ୍ଲୀ ପୋଲିସ ଗମ୍ଭୀରଙ୍କ ଘର ବାହାରେ ସୁରକ୍ଷା ବଢ଼ାଇ ଦେଇଛି। କହି ରଖୁଛୁ, ପୂର୍ବ ଦିଲ୍ଲୀର ବିଜେପି ସାଂସଦ ଗୌତମ ଗମ୍ଭୀର କ୍ରିକେଟ ବ୍ୟତୀତ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ନିଜର…

ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଟଙ୍କା ଦାନ କଲେ ଗୌତମ ଗମ୍ଭୀର

ବହୁ ପ୍ରତୀକ୍ଷିତ ଅଯୋଧ୍ୟାର ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସମସ୍ତେ ଆଗକୁ ଆସି ଅର୍ଥ ଦାନ କରୁଛନ୍ତି। ଅକ୍ଷୟ କୁମାରଙ୍କ ପରେ ଏବେ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର ଏକ କୋଟି ଟଙ୍କା ଦାନ କରିଛନ୍ତି। ଏ ଅବସରରେ ଗମ୍ଭୀର…

ମାତ୍ର ୧ ଟଙ୍କାରେ ପେଟପୂରା ଖାଇବାକୁ ଦେଉଛନ୍ତି ଗୌତମ ଗମ୍ଭୀର, ‘ଜନ ରୋଷେଇ’ରେ ପ୍ରତିଦିନ ଲାଗୁଛି ୧୦୦୦ ଲୋକଙ୍କ ଭିଡ଼

ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତମ ଖେଳାଳି ତଥା ବିଜେପି ସାଂସଦ ଗୌତମ ଗମ୍ଭୀର ‘ଜନ ରୋଷେଇ’ ଭୋଜନାଳୟର ଆରମ୍ଭ କରିଛନ୍ତି। ଜନ ରୋଷେଇରେ ତାଙ୍କ ସଂସଦୀୟ ନିର୍ବାଚନ ମଣ୍ଡଳୀ ପୂର୍ବ ଦିଲ୍ଲୀର ଅସହାୟ ଲୋକଙ୍କୁ ମାତ୍ର ୧ ଟଙ୍କାରେ ଦ୍ୱିପ୍ରହରରେ ଖାଇବାକୁ ଦିଆଯାଉଛି। ଏହି ଜନ ରୋଷେଇ…

ମାନବିକତା ଦେଖାଇଲେ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର, ନିଜ ଘରୋଇ ସହାୟିକା ଭାବେ କାମ କରୁଥିବା ଜଣେ ଓଡ଼ିଆଙ୍କର କଲେ…

ନୂଆଦିଲ୍ଲୀ: ଗୌତମ ଗମ୍ଭୀରଙ୍କ ମହାନତା । କରୋନା ବେଳେ ମାନବିକତା ଦେଖାଇଲେ ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ଦିଲ୍ଲୀରେ ନିଜ ଘରୋଇ ସହାୟିକା ଭାବେ କାମ କରୁଥିବା ଜଣେ ଓଡ଼ିଆଙ୍କ ଅନ୍ତିମ ସଂସ୍କାର କରିଛନ୍ତି । ମୃତ ମହିଳା ଜଣଙ୍କ ଯାଜପୁର ବ୍ୟାସନଗର ପୌରାଞ୍ଚଳ…

୯ଟାରେ ଦୀପ ନ ଜାଳି ବାଣ ଫୁଟାଇଲେ ଲୋକେ, ବିରକ୍ତ ହୋଇ ଗୌତମ ଗମ୍ଭୀର କହିଲେ ଏଭଳି କଥା

ପ୍ରଧାନମନ୍ତ୍ରୀଙ୍କ "୯ ଟାରେ ୯ ମିନିଟ" ଆହ୍ୱାନକୁ ପାଳନ କରିବା ଅବସରରେ ରବିବାର ରାତିରେ ଲୋକମାନେ ନିଜ ଘରେ ଦୀପ ଜଳାଇଥିବା ଦେଖିବାକୁ ମିଳିଥିଲା। କିଛି ଲୋକ ଦୀପ ଜାଳୁଥିବା ବେଳର ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଥିବା ବେଳେ ଆଉ କିଛି ବାଣ ଫୁଟାଉଥିବା ଦେଖାଯାଇଥିଲା। ସେମାନଙ୍କୁ ନେଇ…

ଛିଡା ଚପଲ ପିନ୍ଧି ଯାଉଥିବାବେଳେ ଏୟାରପୋର୍ଟରେ ସ୍ପଟ୍‌ ହେଲେ ଗୌତମ ଗମ୍ଭୀର, ଦେଖନ୍ତୁ ଭିଡିଓ

ଟିକଟକରେ ସବୁଦିନ ଭଳି ଆଜି ବି ଏକ ଭିଡିଓ ରହିଛି ଯାହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସାଧାରଣତଃ ଆମ ମନରେ ପ୍ରଶ୍ନ ଆସିଥାଏ ଏବଂ ଜାଣିବାକୁ ବହୁତ ଇଚ୍ଛା ଥାଏ ଯେ ସେଲିବ୍ରିଟୀମାନେ କେମିତି ଜୀବନ ଅତିବାହିତ କରନ୍ତି। ସେମାନେ କଣ…

ଗୌତମ ଗମ୍ଭୀରଙ୍କ ବିରୁଦ୍ଧରେ ଅଭିଯୋଗ, ବିଶେଷ ଅଦାଲତରେ ହେବ ଶୁଣାଣି

ପୂର୍ବ ଦିଲ୍ଲୀ ଲୋକସଭା ସିଟରେ ସାସଂଦ ଗୌତମ ଗମ୍ଭୀରଙ୍କ ବିରୁଦ୍ଧରେ ମିଳିଥିବା ଅଭିଯୋଗର ଶୁଣାଣି ଏବେ ବିଶେଷ ସମୀକ୍ଷା କରାଯିବ। ଆପ୍ ର ପ୍ରାର୍ଥୀ ଗମ୍ଭୀରଙ୍କ ଉପରେ ଦୁଇ ଭୋଟର କାର୍ଡ ଧାରକ ହେବାର ଅଭିଯୋଗ କରି ତିରିସ ହଜାର ଅଦାଲତରେ ମାମଲା ରୁଜୁ କରିଥିଲେ। ଏହି ଅଭିଯୋଗକୁ ଆଧାର କରି ଅଦାଲତ…

ଆଫ୍ରିଦିଙ୍କୁ ମାରିଥିଲେ କହୁଣୀ ପୁଣି ନେଇଥିଲେ କିନ୍ନରଙ୍କ ରୂପ, ପଢନ୍ତୁ ଗୌତମ ଗମ୍ଭୀରଙ୍କ ପାଂଚ ଚର୍ଚ୍ଚିତ ମାମଲା

ଆଜିଯାଏଁ ପୂର୍ବତନ କ୍ରିକେଟର ଭାବରେ ଲୋକପ୍ରିୟ ଥିଲେ । କିନ୍ତୁ ଆଜିଠାରୁ ବିଜେପି ନେତା ଭାବରେ ପରିଚିତ ହେବେ ଗୌତମ ଗମ୍ଭୀର । ୨୦୧୧ ବିଶ୍ବ କପ୍ ବିଜୟର ହିରୋ ଥିବା ଏହି ବ୍ୟାଟ୍ସବ୍ୟାନ୍ ଶେଷରେ ଧରିନେଲେ ବିଜେପିର ହାତ । ଏବେ ଚର୍ଚ୍ଚା ହେଉଛି ଯେ ଚଳିତ ବର୍ଷ ଦିଲ୍ଲୀରୁ ଲୋକସଭା ନିର୍ବାଚନ…

ସେହୱାଗ କହିଲେ “ସୁଧୁରି ଯାଅ ନଚେତ୍ ଆମେ ସୁଧାରି ଦେବୁ”, ଜାଣନ୍ତୁ କଣ କହିଲେ କ୍ରିକେଟ ତାରକା

ନୂଆଦିଲ୍ଲୀ : ପୁଲୱାମା ଆତଙ୍କୀ ଆକ୍ରମଣର ୧୨ ଦିନ ପରେ ଭାରତ ପାକିସ୍ତାନକୁ ଦେଇଛି କଡ଼ା ଜବାବ। ଆକ୍ରମଣର ୧୨ ଦିନ ପରେ ସମୁଦାୟ ୧୨ଟି ଯୁଦ୍ଧ ବିମାନରେ କରାଯାଇଛି ପିଓକେ ଅଞ୍ଚଳରେ ଆକ୍ରମଣ। ଏହି ଖବର ମିଡିଆକୁ ଆସିବା ପରେ ଦେଶରେ ଖୁସିର ସୁଅ ଛୁଟିବାରେ ଲାଗିଛି। ସବୁଆଡ଼େ ଶୁଣିବାକୁ ମିଳୁଛି ଜୟ…

ଅବସର ପରେ ଧୋନୀଙ୍କ ଉପରେ ବର୍ଷିଲେ ଗୌତମ ଗମ୍ଭୀର, କଲେ ବଡ ଖୁଲାସା

କ୍ରିକେଟ୍‌ରୁ ସନ୍ୟାସ ନେଇଛନ୍ତି ଗୌତମ ଗମ୍ଭୀର । କ୍ୟାରିୟରର ଶେଷ ମ୍ୟାଚରେ ଶତକ ହାସଲ କରି ନିଜର ଅବସରକୁ ସ୍ମରଣୀୟ କରିଛନ୍ତି ଗମ୍ଭୀର । ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିବା ଗମ୍ଭୀର ରଣଜୀ ଟ୍ରଫିରେ ଦିଲ୍ଲୀ ପକ୍ଷରୁ ଶେଷ ମ୍ୟାଚ ଖେଳୁଛନ୍ତି । ତେବେ ଆନ୍ତର୍ଜାତିକ…