Browsing Tag

gave appointment letter

ପ୍ରଭାସିନୀ, ଦେବୀଙ୍କୁ ମିଳିଲା ସହାୟତା: ମୁଖ୍ୟମନ୍ତ୍ରୀ ଦେଲେ ନିଯୁକ୍ତି ପତ୍ର ସହ ୧୦ ଲକ୍ଷର ସହାୟତା

କଟକ:  କଟକର ପ୍ରଭାସିନୀ ବେହେରା ଓ ରାୟଗଡ଼ାର ଦେବୀ ଶବରଙ୍କ ଆଶା ପୂରା ହୋଇଛି। ଦୁର୍ଘଟଣାରେ ସ୍ବାମୀଙ୍କ ମୃତ୍ୟୁ ପରେ ରାଜ୍ୟ ସରକାରଙ୍କ ଠାରୁ ରଖିଥିବା ଆଶା ଆଜି ପୂରଣ ହୋଇଛି । ଏଥିପାଇଁ ସରକାରଙ୍କୁ ଉଭୟ ଧନ୍ୟବାଦ ଜଣାଇଛନ୍ତି ।  ସେମାନଙ୍କ ଦୁଃଖ ସମୟରେ ସେମାନଙ୍କୁ ସହାୟତାର ହାତ…