ଏ ବାହାଘରରେ ସାକ୍ଷୀ ରହିଲା ତାଜମହଲ, ଘର ଲୋକେ ଦେଲେ ଆଶୀର୍ବାଦ
ପୂର୍ବରୁ ବିବାହ ପାଇଁ ପୁଅ ସହ ଝିଅ ଟିଏ ଦରକାର ପଡ଼ୁଥିଲା। କିନ୍ତୁ ଏବେ ନୂଆ ଆଇନ୍ ଆସିବା ପରେ ଯିଏ ଯାହାକୁ ପାରୁଛି ନିର୍ଦ୍ୱନ୍ଦ୍ୱରେ ବାହା ହୋଇପାରୁଛି। ପୁଅ-ପୁଅ ଓ ଝିଅ- ଝିଅ ବାହା ହେବା ଏବେ ଏକ ଟ୍ରେଣ୍ଡ୍ ପାଲଟିଛି। ସମଲିଙ୍ଗୀ ସମ୍ପର୍କକୁ ସରକାର ଅନୁମତି ଦେବା ପରେ ଏହା ଏବେ ସାଧାରଣ…