Browsing Tag

gehraiyaan

ସମସ୍ତେ ଭଲ କହୁଥିବା ବେଳେ ଦୀପିକା ପାଦୁକୋନ୍‌ଙ୍କ ଗହରାଇୟାଁକୁ ‘କଚରା’ ବୋଲି କହିଲେ କଙ୍ଗନା ରାଣାଓ୍ଵତ୍‌

ନିକଟରେ ରିଲିଜ୍‌ ହୋଇଛି ଦୀପିକା ପାଦୁକୋନ୍‌ଙ୍କ ଫିଲ୍ମ ‘ଗହରାଇୟାଁ’। ଏହି ଫିଲ୍ମର ରିଲିଜ୍‌କୁ ନେଇ ଦର୍ଶକେ ଅନେକ ଦିନ ହେଲାଣି ଅପେକ୍ଷା କରିଥିଲେ। ଗତ ୧୧ ଫେବ୍ରୁଆରୀରେ ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହୋଇଛି। ଲୋକମାନେ ମଧ୍ୟ ଫିଲ୍ମକୁ ବେଶ୍‌ ପସନ୍ଦ କରୁଥିବା ଦେଖିବାକୁ…

‘ଗେହରାଇୟାଁ’ କିସିଂ ସିନ୍‌ ଦେଖି ଗାଁରୁ ଜଣେ ଚାଚା ଫୋନ କରି ପଚାରିଲେ, ପୁଅ ଏମିତି କିସ୍‌…

ନିର୍ଦ୍ଦେଶକ ଶକୁନ୍ ବତ୍ରାଙ୍କ ଫିଲ୍ମ ‘ଗେହରାଇୟାଁ’ ରିଲିଜ୍ ହୋଇସାରିଛି। ଏହି ଫିଲ୍ମରେ ଦୀପିକା ପାଦୁକୋନ, ସିଦ୍ଧାନ୍ତ ଚତୁର୍ବେଦୀ, ଅନନ୍ୟା ପାଣ୍ଡେ ଏବଂ ଧୈର୍ୟ କାରଭା ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ନିକଟରେ ଫିଲ୍ମର କାଷ୍ଟ କପିଲ ଶର୍ମାଙ୍କ ଶୋ’ରେ ପହଞ୍ଚିଥିଲେ। ଯେଉଁଠାରେ ସେମାନେ…

‘ଗହରାଇୟାଁ’ରେ ଇଣ୍ଟିମେଟ୍‌ ସିନ୍‌ ଦେଖିବା ପରେ କେମିତି ଥିଲା ରଣବୀର ସିଂହଙ୍କ ରିଆକ୍ସନ୍‌, ଖୁଲାସା କଲେ ଦୀପିକା…

ଦୀପିକା ପାଦୁକୋନ୍‌ଙ୍କ ଅପ୍‌କମିଂ ଫିଲ୍ମ ‘ଗହରାଇୟାଁ’ର ଟ୍ରେଲର ଓ ଟାଇଟଲ ଟ୍ରାକ୍‌ ଯେବେ ଠାରୁ ରିଲିଜ୍‌ ହୋଇଛି, ସେବେ ଠାରୁ ଫ୍ୟାନ୍‌ ଏହି ଫିଲ୍ମର ରିଲିଜ୍‌କୁ ଅତି ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି। ଫିଲ୍ମର ଗୀତ ହେଉ ବା କ୍ଲିପ୍‌, ସବୁ ଜିନିଷକୁ ଖୁବ୍‌ ଭଲ ପାଇବା ମିଳୁଛି। ଏହା ସହ…

ରିଲିଜ ହେଲା ଫିଲ୍ମ ‘ଗହରାଇୟାଁ’ର ଟାଇଟଲ ଗୀତ, ପୁଣି ଦେଖିବାକୁ ମିଳିଲା ଦୀପିକା ଓ ସିଦ୍ଧାନ୍ତଙ୍କ ଲଭ୍‌ କେମେଷ୍ଟ୍ରୀ

ଦୀପିକା ପାଦୁକୋନ ନିଜର ଅପକମିଂ ଫିଲ୍ମ ‘ଗହରାଇୟାଁ’ର ଟାଇଟଲ ଟ୍ରାକ୍‌ ରିଲିଜ ହୋଇଛି। ଏହି ଟାଇଟଲ ଟ୍ରାକରେ ଲଭ କେମେଷ୍ଟ୍ରୀ ଦେଖିବାକୁ ମିଳିଛି। ଗୀତରେ ପୁଣି ଦୀପିକାଙ୍କ ବୋଲ୍ଡ ଅବତାର ଦେଖିବାକୁ ମିଳିଛି। ଟାଇଟଲ ଟ୍ରାକରେ ସିଦ୍ଧାନ୍ତଙ୍କ ସହିତ ଦୀପିକାଙ୍କ ଅନ୍ତରଙ୍ଗ ସିନ୍‌ ମଧ୍ୟ…

ରିଲିଜ ହେଲା ଫିଲ୍ମ ‘ଗେହରାଇୟାଁ’ର ପ୍ରଥମ ଗୀତ ‘ଡୁବେ’, ଦେଖିବାକୁ ମିଳିଲା ଦୀପିକା ଏବଂ ସିଦ୍ଧାନ୍ତଙ୍କ ଲିପଲକ୍‌…

ଦୀପିକା ପାଦୁକୋନ, ସିଦ୍ଧାନ୍ତ ଚତୁବେଦୀ ଏବଂ ଅନନ୍ୟା ପାଣ୍ଡେଙ୍କ ଅପକମିଂ ଫିଲ୍ମ ‘ଗେହରାଇୟାଁ’ ଏବେ ବହୁତ ଚର୍ଚ୍ଚାରେ। ଶଗୁନ ବାତ୍ରାଙ୍କ ଏହି ଫିଲ୍ମର ଟ୍ରେଲର ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଥିବା ବେଳେ ଏବେ ଫିଲ୍ମର ରିଲିଜକୁ ଫ୍ୟାନ୍ସ ଚାହିଁ ରହିଛନ୍ତି। ଏହି ଫିଲ୍ମର ପ୍ରଥମ ଗୀତ ‘ଡୁବେ’…

ଫିଲ୍ମ ‘ଗହରାଇୟାଁ’ ର ପ୍ରଥମ ଗୀତ ‘ଡୁବେ’ର ମୋସନ ପୋଷ୍ଟର ରିଲିଜ, ଜାଣନ୍ତୁ କେବେ ରିଲିଜ ହେବ ଗୀତ

ଦୀପିକା ପାଦୁକୋନ ଏବଂ ସିଦ୍ଧାନ୍ତ ଚର୍ତୁବେଦୀଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଗହରାଇୟାଁ’କୁ ନେଇ ଏବେ ବେଶ୍‌ ଚର୍ଚ୍ଚା। ଫିଲ୍ମର ଟ୍ରେଲର ଆଉଟ୍‌ ହୋଇସାରିଛି। ଏଥିରେ ଦୀପିକା ଏବଂ ସିଦ୍ଧାନ୍ତଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି। ଅନ୍ୟନ୍ୟା ପାଣ୍ଡେ ମଧ୍ୟ ଏହି ଫିଲ୍ମରେ ପ୍ରମୁଖ ଭୂମିକାରେ…

ନିଜ ଠାରୁ ବୟସରେ ସାନ ହିରୋଙ୍କ ସହ ରୋମାନ୍ସ କରୁଛନ୍ତି ଦୀପିକା, ସାମ୍ନାକୁ ଆସିଲା ‘ଗହରାଇଁୟା’ର ଟିଜର

ସାମ୍ନାକୁ ଆସିଲା ନିର୍ଦ୍ଦେଶକ ଶକୁନ ବତ୍ରାଙ୍କ ବହୁ ଚର୍ଚ୍ଚିତ ଫିଲ୍ମର ଟିଜର। ଦୀର୍ଘ ଦିନ ହେଲା ଚର୍ଚ୍ଚାରେ ଥିବା ଶକୁନ୍‌ ବତ୍ରାଙ୍କ ଏହି ଫିଲ୍ମର ନାଁ ଶେଷରେ ସାମ୍ନାକୁ ଆସିଛି। ଏଥିସହ ଏହି ଫିଲ୍ମର ରିଲିଜ୍‌ ତାରିଖ ମଧ୍ୟ ଘୋଷଣା କରାଯାଇଛି। ଦୀପିକା ପାଦୁକୋନ୍‌ ଓ ସିଦ୍ଧାନ୍ତ…