ଜେଲ ଏବେ ରୋକିବ ହାର୍ଟଆଟାକ ! ବୈଜ୍ଞାନିକ ଆଣିଲେ ନୂଆ ଚିକିତ୍ସା ପଦ୍ଧତି…
ହାର୍ଟ ଆଟାକ ଏକ ରୋଗ ଯାହାକି ଏବେ ସାଧାରଣ ରୋଗ ପରି କିନ୍ତୁ ଏହାର ପରିଣତି କଣ ତାହା ସମସ୍ତଙ୍କୁ ଭଲ ଭାବେ ଜଣା । ହାର୍ଟଆଟାକର କାରଣ, ଲକ୍ଷଣ, ପୂର୍ବାର୍ଣ୍ଣ ପର ସବୁ ଉପରେ ଖବର ପ୍ରତିଦିନ ଆପଣଙ୍କୁ କୋଉଠୁ ନା କୋଉଠୁ ମିଳି ହିଁ ଯାଉଥିବ । ଯାହାକୁ ଥରେ ହାର୍ଟଆଟାକ ହେଉଛି ତାକୁ କିଭଳି ରହିବା…