IIT ଦିଲ୍ଲୀ ବିକଶିତ କଲା ଖାସ୍ ଟେକ୍ନିକ୍, ବର୍ଷା ବୁନ୍ଦାରୁ ଏମିତି ଉତ୍ପାଦନ ହେବ ବିଦ୍ୟୁତ୍
ବିଭିନ୍ନ ସଂସ୍ଥା ସହଯୋଗରେ ଆଇଆଇଟି ଦିଲ୍ଲୀ ୩ ବର୍ଷର କଡ଼ା ପରିଶ୍ରମ ପରେ ଏକ ନୂଆ ଟେକ୍ନିକ୍ ବିକଶିତ କରିଛି। ଏହା ମାଧ୍ୟମରେ ବର୍ଷା ବୁନ୍ଦାରେ ମହଜୁଦ ଥିବା କାଇନେଟିକ୍ ଏନର୍ଜି ଏବଂ ଇଲେକ୍ଟ୍ରୋନିକ୍ ଚାର୍ଜ ଜରିଆରେ ବିଦ୍ୟୁତ୍ ଉତ୍ପାଦନ କରାଯାଇ ପାରିବ। ଭାରତରେ ବର୍ଷା ଜଳରୁ ବିଦ୍ୟୁତ୍…