Browsing Tag

Georgia

ରେଷ୍ଟୁରାଣ୍ଟରେ ୧୧ ଭାରତୀୟଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ, ଶୋଇଥିବା ବେଳେ ଲିକ୍ ହେଲା ବିଷାକ୍ତ ଗ୍ୟାସ୍

ଜର୍ଜିଆର ଗୁଡ଼ୌରୀରେ ଏକ ରେଷ୍ଟୁରାଣ୍ଟରେ ୧୧ ଭାରତୀୟଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ବ୍ୟକ୍ତି ଜର୍ଜିଆର ନାଗରିକ ବୋଲି ଜଣାପଡ଼ିଛି । ପୋଲିସ ସୂଚନାନୁସାରେ, ଏମାନେ ସମସ୍ତେ ରେଷ୍ଟୁରାଣ୍ଟର ଦ୍ୱିତୀୟ ମହଲାର ଏକ କୋଠରୀରେ ଶୋଇଥିଲେ । ଏହି ସମୟରେ ବିଷାକ୍ତ କାର୍ବନ ମନୋକ୍ସାଇଡ୍…

ପୁଣି ଆମେରିକାର ଏକ ହାଇସ୍କୁଲରେ ଫୁଟିଲା ଗୁଳି : ୪ ମୃତ, ୯ ଆହାତ

ପିଲା ଖେଳ ପାଲଟି ଯାଇଛି ଆମେରିକାରେ ସ୍କୁଲଗୁଡିକରେ ଗୁଳିକାଣ୍ଡ । ପୁଣି ଜଣେ ଛାତ୍ରର ନୃସଂଶ କାଣ୍ଡ ଘଟାଇଛି । ଜର୍ଜିଆର ଏକ ହାଇସ୍କୁଲରେ ଗୁଳିକାଣ୍ଡରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି । ହତ୍ୟାକାରୀ ଜଣେ ୧୪ ବର୍ଷର ଛାତ୍ର ବୋଲି ଜଣାପଡିଛି । ମୃତକଙ୍କ ମଧ୍ୟରେ ୨ ଜଣ…

ବିଦେଶରେ ଗଡ଼ିଲା ଜଗା ରଥ: ଜୟ ଜଗନ୍ନାଥ ଧ୍ବନିରେ କମ୍ପିଲା ଦୁବାଇ ଓ ଜର୍ଜିଆ

ନୂଆଦିଲ୍ଲୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କେବଳ ଯେ ପୁରୀରେ ପ୍ରସିଦ୍ଧି ଲାଭ କରି ପାରିଛି ତାହାନୁହେଁ, ବରଂ ବିଶ୍ୱାସ ଓ ଭକ୍ତିଭାବନାର ଦେବତା ତଥା ସାରା ଜଗତର ନାଥ ସ୍ୱୟଂ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଦେଶ ବିଦେଶରେ ମଧ୍ୟ ମହାସମାରୋହରେ ଅନୁଷ୍ଠିତ ହେବାରେ ଲାଗିଛି । ବିଦେଶରେ…

୨୪ ବର୍ଷ ବୟସରେ ୨୧ ଛୁଆର ମା’! ପିଲା ସମ୍ଭାଳିବା ପାଇଁ ଏମିତି କରିଛନ୍ତି ବ୍ୟବସ୍ଥା, ବର୍ଷକୁ କୋଟିଏ ଉପରକୁ ଖର୍ଚ୍ଚ!

ସାଧାରଣତଃ କୌଣସି ବି ମହିଳାଙ୍କ ପାଇଁ ଏକରୁ ଅଧିକ ଛୁଆ ସମ୍ଭାଳିବା ମୁସ୍କିଲ ହୋଇପଡ଼େ। କିନ୍ତୁ ମୂଳତଃ ରୁଷରେ ରହୁଥିବା ଜଣେ ମହିଳା ଏମିତି କିଛି କରିଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ମହିଳା ଜଣକ ଗୋଟିଏ କି ଦୁଇଟି ନୁହେଁ, ବରଂ ୨୧ ଛୁଆଙ୍କ ମା’ ବନିଛନ୍ତି। ତାଙ୍କ ନାମ…