Browsing Tag

Germany

ଜର୍ମାନୀର ଏକ ହସପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ୩ ମୃତ

ଜର୍ମାନୀର ହମ୍ବର୍ଗ ସହର ସ୍ଥିତ ଏକ ହସପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଯୋଗୁଁ ହସପିଟାଲରେ ୩ ଜଣ ରୋଗୀଙ୍କ ମୃତ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି । ସ୍ଥାନୀୟ ଅଧିକାରୀ ରବିବାର ସୂଚନା ଦେଇଛନ୍ତି । ଖବର ମୁତାବକ, ଜର୍ମାନୀର ହମ୍ବର୍ଗ ସହରରେ ଥିବା ମେରୀନ…

ବିନା ପାଇଲଟରେ ୧୦ ମିନିଟ୍ ପାଇଁ ଉଡିଲା ବିମାନ, ଅଳ୍ପକେ ବର୍ତିଲେ ଯାତ୍ରୀ

ଜର୍ମାନୀର ପ୍ରସିଦ୍ଧ ବିମାନ କମ୍ପାନୀ ଲୁଫଥାଂସାର ଏକ ଉଡ଼ାଣରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ।  ଯାହାକୁ ଜାଣିଲେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ ।  ହଁ ଆଜ୍ଞା ବିନା ପାଇଲଟରେ ବିମାନଟି ମଝି ଆକାଶରେ ଉଡୁଥିଲା ।  ତେବେ ଏହି ବିମାନଟି ଜର୍ମାନୀର ଫ୍ରାଙ୍କଫର୍ଟରୁ ସ୍ପେନର ସେଭିଲକୁ…

ଜର୍ମାନୀ: ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୮ ଆହତ

ଜର୍ମାନ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌ । କାର୍‌ ଧକ୍କାରେ ୨ ମୃତ, ୬୮ ଆହତ । ଆହତଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।ରାଜଧାନୀ ବର୍ଲିନଠାରୁ ୧୩୦ କିଲୋମିଟର ଦୂରରେ ଥିବା ମାଗଦେବର୍ଗ ସହରରେ ଏହି ଘଟଣା ଘଟିଛି । ଏହି ଘଟଣାରେ ଜର୍ମାନ ପୋଲିସ ଜଣେ…

ଖାସ ରହିଛି ଆଜିର ଦିନ, ଭାରତ ଏବଂ ଜର୍ମାନୀ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ଯଦି ଆମେ ଇତିହାସକୁ ଦେଖିବା ପ୍ରତ୍ୟେକ ଦିନର କିଛି ନା କିଛି ନିଜସ୍ୱ ମହତ୍ତ୍ୱ ରହିଛି । ଇତିହାସରେ କିଛି ଦିନ ପର୍ବ ହୁଏତ ଆଉ କିଛି ଦିନ ମଧ୍ୟ ସ୍ପେସାଲ ଥାଏ । ଆଜିର ଦିନରେ ଦୁନିଆରେ ଅନେକ ବଡ କାର୍ଯ୍ୟ କରାଯାଇଥିଲା, କିନ୍ତୁ ଏହା ଭାରତ ଏବଂ ଜର୍ମାନୀ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।…

ଆସିଗଲା ଇଲେକ୍ଟ୍ରିକ ପ୍ଲେନ୍, ଥରେ ଚାର୍ଜ କରିଲେ ଚାଲିବ ୧୦୦୦ କିଲୋମିଟର

ବର୍ତ୍ତମାନର ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଲୋକମାନେ ଆଉ ପେଟ୍ରୋଲ କିମ୍ବା ଡିଜେଲ ଚାଳିତ ଯାନବାହନ ଚଳାଇବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି । ଏଣୁ ସମସ୍ତେ ଏବେ ଇଲେକ୍ଟ୍ରିକ୍‌ ଗାଡ଼ି ପ୍ରତି ଢଳୁଥିବା ଦେଖିବାକୁ ମିଳୁଛି । ଆଜିର ଏହି ଯୁଗରେ, ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଇ-ସ୍କୁଟର,…

ଜର୍ମାନୀର ଡୁସଲଡୋର୍ଫ ସହରରେ ଓଡ଼ିଆ ସଂଗଠନ ତରଫରୁ ରଥ ରଥଯାତ୍ରା

ଜର୍ମାନୀରେ ଜୟଜଗନ୍ନାଥ । ଜର୍ମାନୀର ଡୁସଲଡୋର୍ଫ ସହରରେ ବାସ କରୁଥିବା ପ୍ରବାସୀ ଓଡ଼ିଆ ସଂଗଠନ , "ଡୁସଲଡୋର୍ଫ ପାଇକ ମହାସଂଘ" ଦ୍ଵାରା ଚଳିତ ବର୍ଷ ରଥଯାତ୍ରା ମହା ଆଡମ୍ୱର ସହକାରେ ପାଳନ କରାଯାଇଛି। ଏହି ସମାବେଶରେ ୨୦୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆଙ୍କ ସମେତ ୫୦୦ରୁ ଅଧିକ ଭାରତୀୟ ଓ…

ପ୍ରଖ୍ୟାତ ଫୁଟବଲ ଖେଳାଳି ଫ୍ରାନଜ ବେକେନବାଓରଙ୍କ ପରଲୋକ, ଜର୍ମାନୀକୁ ୨ଥର କରିଥିଲେ ବିଶ୍ୱବିଜେତା

ମାରୟୋ ଜଗାଲୋ ପରେ ଜର୍ମାନୀ ଫୁଟବଲର ଏବଂ କୋଚ ଫ୍ରାନଜ୍‌ ବେକେନବାଓର ଦୁନିଆକୁ ଅଲବିଦା କହିଛନ୍ତି । ୭୮ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ପରିବାର ପକ୍ଷରୁ ନିଧନ ହୋଇଥିବା ଖବର ପୃଷ୍ଟି କରାଯାଇଛି । ରବିବାର ଦିନ ନିଜ ବାସଭବନରେ ତାଙ୍କର ମୃତ୍ୟୁ ହୋଇଛି । ଫ୍ରାନଜଙ୍କୁ…

ଦମ୍ପତିଙ୍କ ୧୦୦୦ ବର୍ଷ ପୁରୁଣା କବର ଖନନ, ମହିଳାଙ୍କ ମୁଣ୍ଡ ଖପୁରୀରେ ନାହିଁ ଗୋଟିଏ ବି ହାଡ଼!

ବେଳେବେଳେ ଇତିହାସ ସହ ଜଡ଼ିତ ଏମିତି କିଛି ଜିନିଷ ମିଳେ, ଯାହା କାହାକୁ ବି ଆଶ୍ଚର୍ଯ୍ୟ କରିଦିଏ। ଇତିହାସ ଅତ୍ୟନ୍ତ ରୋଚକ ହୋଇଥାଏ। ନିକଟରେ ପ୍ରତ୍ନତତ୍ତ୍ୱବିଦ୍‌ମାନଙ୍କୁ ୧୦୦୦ ବର୍ଷ ପୁରୁଣା ଏକ ଦମ୍ପତିଙ୍କ ଅବଶେଷ ମିଳିଛି, ଯାହା ସେମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଆଶ୍ଚର୍ଯ୍ୟର କାରଣ…

ଜର୍ମାନୀ ହାମବର୍ଗ ବିମାନବନ୍ଦରରେ ଗୁଳି ଚଲାଇ ଆତଙ୍କ ରଚିଲା କାର୍‌ ଚାଳକ, ୨୭ ବିମାନ ଉଡାଣ ପ୍ରଭାବିତ

ଜର୍ମାନୀର ହାମବର୍ଗ ବିମାନବନ୍ଦରରେ ଗୁଳି ଚଳାଇ ଆତଙ୍କ ସୃଷ୍ଟି କରିଛି ଜଣେ କାର୍‌ ଚାଳକ । ଶନିବାର ରାତି୮ ଟା ସମୟରେ ଜଣେ କାର ଚାଳକ ଜବରଦସ୍ତି ବିମାନବନ୍ଦର ପଡିଆରେ ପ୍ରବେଶ କରି ଦୁଇ ରାଉଣ୍ଡ ଗୁଳି ଚଳାଇଲା । ଫଳରେ ବିମାନବନ୍ଦରରେ ହଡକମ୍ପ ସୃଷ୍ଟି ହୋଇଥିଲା । ଏହା ପରେ ବିମାନ ବନ୍ଦରକୁ…

ବର୍ଲିନରେ ମହିଳାମାନେ ଉଲଗ୍ନ ହୋଇ ପହଁରି ପାରିବେ! ଏହି କାରଣରୁ ନଗର ପ୍ରଶାସନ ନେଲା ନିଷ୍ପତ୍ତି

ଜର୍ମାନୀର ରାଜଧାନୀ ବର୍ଲିନରେ ଏବେ ମହିଳାମାନେ ସର୍ବସାଧାରଣ ସୁଇମିଂ ପୁଲରେ ଟପଲେସ୍ ହୋଇ ପହଁରି ପାରିବେ। ସହରର ଅଧିକାରୀମାନଙ୍କର ନିଷ୍ପତ୍ତି ପରେ ଖୁବଶୀଘ୍ର ମହିଳାମାନଙ୍କୁ ପୁଲରେ ଉଲଗ୍ନ ହୋଇ ଗାଧୋଇବାକୁ ଅନୁମତି ଦିଆଯିବ। କହି ରଖୁଛୁ, ଯେତେବେଳେ ଜଣେ ମହିଳାଙ୍କୁ ପୁଲରେ ଉଲଗ୍ନ ହୋଇ…

ବିଳମ୍ବିତ ରାତିରେ ଚର୍ଚ୍ଚରେ ଭୟଙ୍କର ଗୁଳିମାଡ଼: ୬ ମୃତ, ୧୦ ଗୁରୁତର

ନୂଆଦିଲ୍ଲୀ : ଜର୍ମାନୀ ହମବର୍ଗର ଏକ ଚର୍ଚ୍ଚରେ ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଗୁଳିମାଡ଼ ହୋଇଛି। ଏହି ଗୁଳିମାଡ଼ରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୋଲିସର କହିବାନୁସାରେ, ଆକ୍ରମଣର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।…

ହକି ବିଶ୍ୱକପ୍‌: ୩-୨ରେ ନେଦରଲାଣ୍ଡକୁ ହରାଇଲା ବେଲ୍‌ଜିୟମ୍‌, ଫାଇନାଲ୍‌ରେ ହେବ ଜର୍ମାନୀ ସହ ମୁକାବିଲା

ଭୁବନେଶ୍ୱର (କେନ୍ୟୁଜ): ହକି ବିଶ୍ୱକପ୍‌ ଫାଇନାଲ୍‌ରେ ମୁହାଁମୁହିଁ ହେବେ ବେଲ୍‌ଜିୟମ-ଜର୍ମାନୀ । କଳିଙ୍ଗରେ ଖେଳାଯାଇଥିବା ରୋମାଞ୍ଚକର ସେମିଫାଇନାଲ୍‌ ମ୍ୟାଚ୍‌ । ପ୍ରଥମ ସେମିଫାଇନାଲ୍‌ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୪-୩ ଗୋଲ୍‌ରେ ହରାଇ ଫାଇନାଲ୍‌କୁ ପ୍ରବେଶ କରିଛି ଜର୍ମାନୀ । ଚତୁର୍ଥ…