Browsing Tag

Ghani Afghanistan

ଆଫଗାନିସ୍ତାନ ଉପରେ ବୋମାବର୍ଷଣ କଲା ପାକିସ୍ତାନ, ପିଲାଙ୍କ ସମେତ ୪୦ ନାଗରିକ ମୃତ

ଆଫଗାନିସ୍ତାନ ଉପରେ ଏୟାରଷ୍ଟ୍ରାଇକ କରିଛି ପାକିସ୍ତାନ। ଆଫଗାନିସ୍ତାନର ଦୁଇଟି ସହର ଉପରେ ଏୟାରଷ୍ଟ୍ରାଇକ କରିଛି ପାକିସ୍ତାନ। ଫଳରେ ପିଲାଙ୍କ ସହିତ ୪୦ରୁ ଅଧିକ ଆଫଗାନ ନାଗରିକଙ୍କ ମୃତ୍ୟୁ ହୋଇଛି। ଆଫଗାନିସ୍ତାନ ଉପରେ ୨୫-୨୬ଟି ବିମାନ ଆସି ଆକ୍ରମଣ କରିଥିଲା। ଶୁକ୍ରବାର ରାତିରେ ଖୋସ୍ତ ଏବଂ…

ଆଫଗାନିସ୍ତାନରେ ଆଜିଠୁ ପୁଣି ଖୋଲୁଛି ୧୫୦ ବିଶ୍ୱବିଦ୍ୟାଳୟ, ତାଲିବାନୀ କବ୍ଜା ପରଠାରୁ ବନ୍ଦ ଥିଲା ସବୁ ଶିକ୍ଷାନୁଷ୍ଠାନ

ଆଫଗାନିସ୍ତାନରେ ଆଜିଠୁ ଖୋଲୁଛି ସମସ୍ତ ବିଶ୍ୱବିଦ୍ୟାଳୟ। ଦେଶର ଉଚ୍ଚ ଶିକ୍ଷା ମନ୍ତ୍ରାଳୟର ଘୋଷଣା ଅନୁସାରେ, ସାର୍ବଜନିକ ବିଶ୍ୱବିଦ୍ୟାଳୟ ବୁଧବାର ଅର୍ଥାତ୍‌ ଆଜିଠୁ ଖୋଲୁଛି। ଆଫଗାନିସ୍ତାନରେ ସଂଯୁକ୍ତ ରାଷ୍ଟ୍ର ସହାୟତା ମିଶନ (UNAMA) ଏକ ଟ୍ଵିଟର ପୋଷ୍ଟରେ ଏହି ପଦକ୍ଷେପକୁ ପ୍ରଶଂସା କରି…

ଫେସବୁକରେ ଘନିଙ୍କ ଭିଡ଼ିଓ ମେସେଜ: କହିଲେ ଆଫଗାନିସ୍ତାନରୁ ଟଙ୍କା ନେଇ ପଳାୟନ କରିନି

କେନ୍ଯୁଜ୍: ମୁହଁ ଖୋଲିଲେ ଅସରଫ ଘନି। ଆଫଗାନିସ୍ତାନରୁ କୋଟି କୋଟି ଟଙ୍କା ନେଇ ପଳାୟନ କରିନି। ଆଫଗାନିସ୍ତାନ ଫେରିବାକୁ ଶପଥ ନେଇଛି ବୋଲି କହିଛନ୍ତି ଘନି। ଫେସବୁକରେ ଏକ ଭିଡ଼ିଓ ମେସେଜ ସେୟାର କରି ଘନି କହିଛନ୍ତି , ରାଜକୋଷରୁ କାର ଓ ହେଲିକପ୍ଟରରେ ଟଙ୍କା ନେଇ ପଳାୟନ କରିଥିବା ଅଭିଯୋଗ…

ଦେଶ ଛାଡ଼ିବା ବେଳେ କାର ଓ ହେଲିକପ୍ଟରରେ ପୁଳା ପୁଳା ଟଙ୍କା ପୂରାଇ ନେଇଯାଇଛନ୍ତି ଆଫଗାନ୍‌ ରାଷ୍ଟ୍ରପତି ଗନି

ଆଫଗାନିସ୍ତାନରେ ଏବେ ରାଜ୍‌ କରୁଛି ତାଲିବାନ୍‌। ରାଷ୍ଟ୍ରପତି ଅଶରଫ ଗନି ଦେଶ ଛାଡ଼ି ପଳାୟନ କରିବା ପରେ ତାଲିବାନ୍‌ ହାତକୁ ଚାଲିଯାଇଛି ଦେଶର ଶାସନ କ୍ଷମତା। ବନ୍ଧୁକମୁନରେ ଏବେ ଆଫଗାନିସ୍ତାନକୁ କବ୍‌ଜା କରି ନେଇଛି ତାଲିବାନ୍‌। ତେବେ ଇତି ମଧ୍ୟରେ କାବୁଲ ସ୍ଥିତ ଋଷ ଦୂତାବାସ ପକ୍ଷରୁ ଦାବି…