Browsing Tag

Ghatgaon police

କେନ୍ଦୁଝର ଜିଲ୍ଲା ଘଟଗାଁ ପୋଲିସକୁ ମିଳିଛି ସଫଳତା, ପାଣି ପାଇପ୍‌ ଚୋରି ଘଟଣାରେ ୮ଜଣଙ୍କୁ କରିଛି ଗିରଫ

କେନ୍ଦୁଝର (କେନ୍ୟୁଜ): କେନ୍ଦୁଝର ଜିଲ୍ଲା ଘଟଗାଁ ପୋଲିସକୁ ସଫଳତା । ପାଣି ପାଇପ୍‌ ଚୋରି ଘଟଣାରେ ୮ଜଣ ଗିରଫ ହୋଇଛନ୍ତି। ପାଇପ୍‌ ବେଝେଇ ଟ୍ରକ ଜବତ ହୋଇଛି। ଘଟଗାଁ ଥାନା ଧାଙ୍ଗରଡିହା ଗାଁ ନିକଟରେ ଗଦା ହୋଇଥିବା ଏଲଆଣ୍ଡଟି କମ୍ପାନୀର ପାଣି ପାଇପ ଚୋରି ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଥିଲା।…