Browsing Tag

ghaziabad

ବ୍ୟାକ୍‌ ଗିୟରରେ ଚଲାଇଲେ ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ କାର୍‌, ପୋଲିସ୍‌ ଅଟକାଇବା ସତ୍ୱେ ମଧ୍ୟ ଅଟକିନଥିଲା କାର୍‌,…

ବର୍ତ୍ତମାନ ଆପଣମାନଙ୍କୁ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଦେଖିବାକୁ ମିଳୁଛି । ତେବେ ଲୋକମାନେ ପ୍ରତିଦିନ କିଛି ନା କିଛି ଏପରି କରୁଛନ୍ତି, ଯେଉଁ କାରଣରୁ ସେମାନେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହୁଛନ୍ତି । ତେବେ ସେହି ପରି ଏକ ଭିଡିଓ ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲାରୁ…

ଗାଜିଆବାଦ: ରାତିରେ କାମ ଚାଲିଥିବା ବେଳେ ଭୁଶୁଡ଼ିଲା ନିର୍ମାଣାଧୀନ ମଲ୍‌ର ଲିଣ୍ଟର; ୧ ଶ୍ରମିକ ମୃତ, ୭ ଆହତ

ଉତ୍ତର ପ୍ରଦେଶର ଗାଜିଆବାଦର ଟିଲା ମୋଡ ଥାନା ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଭୋପୁରା ଅଞ୍ଚଳରେ ନିର୍ମାଣାଧୀନ ଗୌର ଏରୋ ସିଟି ମଲ୍‌ର ଲିଣ୍ଟର ଭୁୁଶୁଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଅନ୍ୟ ୭ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବା ସୂଚନା ରହିଛି ।…

ଜିମରେ ଓ୍ଵାର୍କଆଉଟ ବେଳେ ଆସିଲା ହାର୍ଟ ଆଟାକ, ସିସିଟିଭି ଫୁଟେଜରେ କଏଦ ହେଲା ଦୃଶ୍ୟ

ଜିମରେ ଓ୍ଵାର୍କଆଉଟ କରିବା ସମୟରେ ଚାଲିଗଲା ପ୍ରାଣବାୟୁ।ମୁଣ୍ଡ ବୁଲାଇବାରୁ ହଠାତ ତଳକୁ ଗଳି ପଡ଼ିଗଲେ। ଶେଷରେ ମୃତ୍ୟୁ ହୋଇଗଲା। ସିସିଟିଭି ଫୁଟେଜରେ ଏ ଦୃଶ୍ୟ କଏଦ ହୋଇଛି । ଏ ଦୃଶ୍ୟ ଦେଖି ମନରେ ଭୟ ଆସୁଥିବ ନିଶ୍ଚୟ। ଆଉ ଏ ଖବର ନୂଆ ବି ନୁହେଁ। ଅନେକ ଏହା ଆଗରୁ ଜିମରେ ଓ୍ଵାର୍କଆଉଟ କରିବା…

ଗାଜିଆବାଦ କୋର୍ଟରେ ଓକିଲଙ୍କୁ ହତ୍ୟା, ଚ୍ୟାମ୍ବରରେ ପଶି ଦୁର୍ବୃତ୍ତ ମାରିଲେ ଗୁଳି

ଉତ୍ତର ପ୍ରଦେଶର ଗାଜିଆବାଦରେ ଏକ ଛାତିଥରା ହତ୍ୟାକାଣ୍ଡ ଘଟିଛି। ଏଠାରେ କୋର୍ଟରେ ପଶି କିଛି ଦୁର୍ବୃତ୍ତ ଜଣେ ଓକିଲଙ୍କୁ ହତ୍ୟା କରିଛନ୍ତି। ଓକିଲ ନିଜ ଚ୍ୟାମ୍ବରରେ ବସିଥିବାବେଳେ ଦୁର୍ବୃତ୍ତ ତାଙ୍କୁ ଗୁଳି ମାରିଥିଲେ। ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଲିସ ସୂଚନା…

ଗାଜିଆବାଦ: ବ୍ୟାଟେରୀ ଚାର୍ଜିଂ ବେଳେ ଫାଟିଲା ଇ-ସ୍କୁଟର; ନିଆଁରେ ଜଳି ପାଉଁଶ ହେଲା ଘରର ଜିନିଷପତ୍ର

ବ୍ୟାଟେରୀ ଚାର୍ଜିଂ ବେଳେ ଫାଟିଲା ଇ-ସ୍କୁଟର। ଘଟଣା ଉତ୍ତର ପ୍ରଦେଶର ଗାଜିଆବାଦର। ଏଠାରେ ଏକ ଘରେ ଇଲେକ୍ଟ୍ରିକ୍‌ ସ୍କୁଟର ଚାର୍ଜିଂ ବେଳେ ସେଥିରେ ନିଆଁ ଲାଗିଯାଇଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ ସ୍କୁଟର ସହିତ ଘରର ଜିନିଷପତ୍ର ମଧ୍ୟ ଜଳି ପାଉଁଶ ହୋଇଯାଇଛି। ଘର ମାଲିକ କହିଛନ୍ତି ଯେ ଏହି…

ଗାଜିଆବାଦ: ରାସ୍ତା ମଝିରେ ବସିଥିବା ଯୁବକଙ୍କୁ ଧକ୍କା ଦେଇ କିଛି ଦୂର ଘୋଷାଡ଼ି ନେଲା କାର୍‌, ଆହତ ଯୁବକ ମୃତ

ଉତ୍ତର ପ୍ରଦେଶର ଗାଜିଆବାଦ ଜିଲ୍ଲାରୁ ପୁଣି ଏକ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା ସାମ୍ନାକୁ ଆସିଛି। ଏଠାରେ ଥିବା ଆରଡିସି ବ୍ରିଜ ନିକଟରେ ଏହି ଘଟଣା ଘଟିଛି। ଏକ କାର୍‌ ରାସ୍ତା ମଝିରେ ବସିଥିବା ଜଣେ ଯୁବକଙ୍କୁ ପ୍ରଥମେ ଧକ୍କା ଦେଇଥିଲା ଏବଂ ଏହାପରେ କାର୍‌ ତଳେ ଲାଖି ରହିଥିବା ଯୁବକଙ୍କୁ କିଛି…

କୋର୍ଟ ଭିତରେ ୪ ଘଣ୍ଟାର ବାଘ ଆତଙ୍କ, ଆକ୍ରମଣରେ ଆହତ ଅନେକ ଲୋକ

କେନ୍ୟୁଜ୍(ବ୍ୟୁରୋ):  କୋର୍ଟ ଭିତରେ ୪ ଘଣ୍ଟାର ବାଘ ଆତଙ୍କ। ବହୁ ଲୋକଙ୍କୁ ଆକ୍ରମଣ କରି ଆହତ କଲା। ଶେଷରେ ଟ୍ରାଙ୍କୁଲାଇଜ କଲା ବନ ବିଭାଗ। ଆଜି ଅପରାହ୍‌ଣ ପ୍ରାୟ ୪ଟା ବେଳେ ଗାଜିଆବାଦ କୋର୍ଟ ପରିସରକୁ ହଠାତ ଏକ କଲରାପତରିଆ ପଶି ଆସିଥିଲା। ପ୍ରଥମ ଫ୍ଲୋରରେ ବାଘକୁ ଦେଖିବା ପରେ କୋର୍ଟ…

ସିଲିଣ୍ଡର ଫାଟିବା ଯୋଗୁଁ ଗଳିପଡିଲା ୨ ମହଲା କୋଠା: ୩ ମୃତ, ଅନେକ ଦବିଥିବା ଆଶଙ୍କା

ଗାଜିଆବାଦର ଲୋନୀରେ ଅମନ ଗାର୍ଡେନ କଲୋନୀରେ ଗ୍ୟାସ ସିଲିଣ୍ଡର ଫାଟିବା ଯୋଗୁଁ ଦୁଇ ମହଲା ଘର ଭାଙ୍ଗିପଡିଛି। ଏହି ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ସିଲିଣ୍ଡର ଫାଟିବା ଯୋଗୁଁ ଦୁଇ ମହଲା ଘର ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିପଡିଥିଲା। ଯେଉଁ କାରଣ ଯୋଗୁଁ ଘରେ ଥିବା…

ପ୍ରେମିକା ସହ ସମ୍ବନ୍ଧ ରଖିବା ବେଳେ ସ୍ତ୍ରୀକୁ ଭିଡିଓ କଲ୍‌ କରୁଥିଲା ସ୍ୱାମୀ, ଶେଷରେ କ୍ରୋଧିତ ସ୍ତ୍ରୀ ଝିଅ ସହ ମିଶି…

ଗାଜିଆବାଦର ମଧୁବନ ବାପୁଧାମ୍ ଥାନା ଅଧୀନ ସଞ୍ଜୟ ନଗରରୁ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ କ୍ରୋଧିତ ସ୍ତ୍ରୀ ନିଜ ନାବାଳିକା ଝିଅ ସହ ମିଶି ସ୍ୱାମୀକୁ ଅତି ନିର୍ମମ ଭାବେ ହତ୍ୟା କରିଛି। ଯଦିଓ ପୋଲିସ ଏହାର କିଛି ଘଣ୍ଟା ଭିତରେ ମାମଲାର ରହସ୍ୟ ଉନ୍ମୋଚନ କରି ଅଭିଯୁକ୍ତ…

ପଣସ ଖରାପ ବାହାରିବାରୁ ପରିବାବାଲାକୁ ପିଟି ପିଟି ମାରି ଦେଲା ଗ୍ରାହକ, ସମସ୍ତେ ଦେଖୁଥିଲେ କିନ୍ତୁ କେହି ରୋକିଲେନି

ପଣସ ପାଇଁ ପରିବା ବାଲାକୁ ହତ୍ୟା। ଉତ୍ତର ପ୍ରଦେଶର ଗାଜିଆବାଦରେ ସାମ୍ନାକୁ ଆସିଛି ଏଭଳି ଛାତିଥରା ଘଟଣା। ଏଠାରେ ଜଣେ ବ୍ୟକ୍ତି ପରିବା ଖରାପ ବାହାରିବାରୁ ପରିବା ବାଲାକୁ ପିଟି ପିଟି ମାରି ଦେଇଛନ୍ତି। ଘଟଣା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଗୁରୁତର ଅବସ୍ଥାରେ ପରିବାବାଲାକୁ…

ଗୁପ୍‌ଚୁପ୍‌ ଧରି ଘରେ ପହଞ୍ଚିଲା ସ୍ୱାମୀ…ତ ବାଥ୍‌ରୁମରେ ମିଳିଲା ଗର୍ଭବତୀ ସ୍ତ୍ରୀର ଶବ! ବାଲ୍‌କୋନୀରେ ବନ୍ଦ ଥିଲା…

ଗାଜିଆବାଦର ସାହିବାବାଦରେ ଜଣେ ଗର୍ଭବତୀ ମହିଳାଙ୍କୁ ଘରେ ପଶି ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି। ଦୁର୍ବୃତ୍ତମାନେ ତାରରେ ମହିଳାଙ୍କ ଗଳା ଚିପି ହତ୍ୟା କରିଛନ୍ତି। ଏହା ପୂର୍ବରୁ ଘରେ ଥିବା ବୃଦ୍ଧା ମହିଳାଙ୍କୁ ସେମାନେ ବାଲ୍‌କୋନୀରେ ବନ୍ଦ କରି ଦେଇଥିଲେ। ପୋଲିସ ଏ ସମ୍ପର୍କରେ ଏକ ହତ୍ୟା…

ଘରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ଧୂଆଁ ଯୋଗୁଁ ଅଣନିଶ୍ୱାସୀ ହୋଇ ୨ ବର୍ଷର ପିଲା ମୃତ

ଗାଜିଆବାଦ ନନ୍ଦଗ୍ରାମ ଥାନା ଅଞ୍ଚଳରେ ରାଜନଗର ଏକ୍ସଟେନସନ ଅଞ୍ଚଳରେ ଘଟିଥିବା ଏକ ଦୁର୍ଘଟଣା ଯୋଗୁଁ ଶୋକର ଛାୟା ଖେଳିଯାଇଛି। ଏଠାରେ ଏକ ଫ୍ଲାଟରେ ସର୍ଟ ସର୍କିଟ ପରେ ଧୂଆଁରେ ଫସିଥିବା ଏକ ପରିବାରର ଦୁଇବର୍ଷର ପିଲାର ମୃତ୍ୟୁ ହୋଇଛି। ଘଟଣା ସମୟରେ ଘରେ ଶୋଇଥିବା ମା ଏବଂ ଅନ୍ୟ ଜଣେ ଛୁଆର…