Browsing Tag

ghola dahi

ଦହିଠାରୁ ଅଧିକ ସ୍ୱାସ୍ଥ୍ୟକାରୀ ଘୋଳଦହି, ଜାଣନ୍ତୁ କେମିତି

ଭୋଜନରେ ଦହି ଏବଂ ଘୋଳଦହି ଖାଇବାକୁ ପ୍ରାୟତଃ ସମସ୍ତେ ପସନ୍ଦ କରିଥାନ୍ତି। ଖରାଦିନେ ଶରୀରରୁ ଜଳୀୟାଂଶ କମିଯାଉଥିବାରୁ ଡାକ୍ତର ପ୍ରଚୁର ପରିମାଣରେ ଦହି କିମ୍ବା ଘୋଳଦହି ପିଇବାକୁ ପରାମର୍ଶ ଦେଇଥାନ୍ତି। ପେଟ ଥଣ୍ଡା ରଖିବାରେ ମଧ୍ୟ ଦହି ସାହାଯ୍ୟ କରେ। ତେବେ ଯଦି ସ୍ୱାସ୍ଥ୍ୟ ଉପଯୋଗୀ ଦୃଷ୍ଟିରୁ…