Browsing Tag

ghost

ଭୂତକୁ ସବୁବେଳେ ଧଳା ପୋଷାକରେ ହିଁ କାହିଁକି ଦେଖାଯାଏ, ଏହା ପଛର କାରଣ କ’ଣ?

ଆପଣ ବିଭିନ୍ନ ଫିଲ୍ମରେ ଭୂତ ଦେଖିଥିବେ କିମ୍ବା ନିଜ ଘରେ କାହାଠାରୁ ଭୂତର କାହାଣୀ ତ ନିଶ୍ଚୟ ଶୁଣିଥିବେ । କେହି ଏହାକୁ ମନର ଭ୍ରମ କହି ଏଡାଇ ଦେଉଥିବାବେଳେ ଆଉ କେହି ଏହା ସତ ବୋଲି ଦାବି କରନ୍ତି । ତେବେ ସେ ଫିଲ୍ମ ହେଉ ଅବା କୌଣସି ଟିଭି ଶୋ' ସବୁଆଡେ ଭୂତମାନଙ୍କୁ କେବଳ ଧଳା ପୋଷାକରେ…

ଏହି ଟ୍ରେନରୁ ଓହ୍ଲାଇଥାନ୍ତି ଭୂତ, ଯାହାର ଦୃଶ୍ୟ ଦେଖି ଥରି ଉଠିବ ଛାତି

ଦୁନିଆରେ ଏଭଳି ଅନେକ ସ୍ଥାନ ଅଛି ଯେଉଁଠାରେ ଭୂତ ରହିଛି ବୋଲି ଲୋକମାନେ ବିଶ୍ୱାସ କରନ୍ତି । ଭୂତ ପ୍ରକୃତରେ ଅଛି କି ନାହିଁ ତାହା ବ୍ୟକ୍ତିଗତ ବିଶ୍ୱାସ ଉପରେ ନିର୍ଭର କରେ । କିନ୍ତୁ କିଛି ସ୍ଥାନଗୁଡିକୁ ଯିବା ପରେ ଅନେକ ଲୋକ ଦାବି କରନ୍ତି ଯେ ସେମାନଙ୍କ ଆଖ ପାଖରେ ଭୂତ ଭଳି କିଛି ଥିବାର…

ଏହି ସୁନ୍ଦର ସହରରେ ରୁହନ୍ତି ଭୂତ, ଲୋକଙ୍କୁ ଗୋଡ଼ାଉଥିବାର ଆସନ୍ତି ନଜର

ଆପଣ ନିଶ୍ଚୟ ଦୁନିଆର ଅନେକ ଭୂତ ସହର ବିଷୟରେ ଶୁଣିଥିବେ । କିନ୍ତୁ ନିକଟରେ ଏକ ରିସର୍ଚ୍ଚ ଟିମ୍‌ ବ୍ରିଟେନର ୧୦ଟି ଭୂତ ସହର ବିଷୟରେ ପ୍ରକାଶ କରିଛନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ସହର ଗୁଡ଼ିକ ଖୁବ ସୁନ୍ଦର ଏବଂ ଲକ୍ଷ ଲକ୍ଷ ଲୋକ ଏଠାରେ ରୁହନ୍ତି । କିନ୍ତୁ ଏଠାରେ ଭୂତମାନେ…

ସ୍କୁଲରେ ବୁଲୁଛି ଭୂତ, ଭୟରେ ଛାତ୍ରଛାତ୍ରୀ

ବାସୁଦେବପୁର (କେନ୍ୟୁଜ): ସ୍କୁଲରେ ଭୂତ ଆତଙ୍କ । ଭୟରେ ଛାତ୍ରଛାତ୍ରୀ । କ୍ଲାସରୁମରେ ପାଠ ପଢୁଥିବା ବେଳେ ହଠାତ୍ କାନ୍ଦି ଉଠୁଛନ୍ତି । ପାଠପଢା ଛାଡି ସ୍କୁଲ ପରିସରରେ ଥିବା ବରଗଛ ମୂଳକୁ ଛୋଟେଇ ଛୋଟେଇ ଚାଲି ଯାଉଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ…

ଦୁନିଆର ଭୟଙ୍କର ଭୂତ ଗାଁ, ଯେଉଁଠାରେ ବୁଲନ୍ତି ଆତ୍ମା

ଦୁନିଆରେ ଅନେକ ଭିନ୍ନ ଭିନ୍ନ ସ୍ଥାନ ଅଛି ଯାହା ବିଷୟରେ ଆମେ ଅଧିକ ଜାଣିନାହୁଁ । ଏଭଳି କିଛି ସ୍ଥାନ ରହିଛି ଯାହା ପରିତ୍ୟକ୍ତ ହୋଇ ରହିଥାଏ । କାରଣ ଏଠାରେ କିଛି ରହସ୍ୟମୟୀ ଘଟଣା ଘଟିଥାଏ । ଲୋକମାନେ ଏଭଳି ସ୍ଥାନକୁ ଯିବାକୁ ମଧ୍ୟ ଭୟ କରନ୍ତି । ଏହି ସ୍ଥାନର କାହାଣୀ ଏପରି ଥାଏ, ଯାହା…

ଦୁନିଆର ଅଭିଶପ୍ତ ପାର୍କ, ଦିନରେ ବି ଯିବାକୁ ଭୟ କରନ୍ତି ଲୋକେ

ଦୁନିଆରେ ଏମିତି ଅନେକ ସ୍ଥାନ ଅଛି ଯେଉଁଠାରେ ଆତ୍ମା ବାସ କରନ୍ତି । ଏଭଳି ସ୍ଥାନକୁ ଯିବା ପାଇଁ ଲୋକେ ଭୟ କରନ୍ତି । ବେଳେବେଳେ ଏହି ସ୍ଥାନ ବିଷୟରେ ଶୁଣିଲେ ଲୋକଙ୍କ ଲୋମ ଟାଙ୍କୁରି ଉଠେ । କାରଣ ଏଭଳି ସ୍ଥାନରେ କିଛି ରହସ୍ୟମୟୀ ଘଟଣା ଘଟିଥାଏ, ଯାହା ବିଷୟରେ ବଡ଼ ବଡ଼ ବୈଜ୍ଞାନିକମାନେ ମଧ୍ୟ…

ଦୁନିଆର ପ୍ରଥମ ଜେଲ ପାଲଟିଛି ଭୂତ କୋଠି, ଏହି ସ୍ଥାନକୁ ଦିନରେ ବି ଯିବାକୁ ଭୟ କରନ୍ତି ଲୋକେ

ଭୂତ କୋଠି ପାଲଟିଛି ଦୁନିଆର ପ୍ରଥମ ଜେଲ । ଇଷ୍ଟର୍ଣ୍ଣ ଷ୍ଟେଟ ପେନିଟେଣ୍ଟ୍ରିକୁ ଦୁନିଆର ପ୍ରଥମ ଜେଲ କୁହାଯାଏ । କିନ୍ତୁ ଏହି ଜେଲ ଏବେ ପାଲଟିଛି ଭୂତ କୋଠି । ସଞ୍ଜ ନଇଁ ଆସିଲେ ଏ ସ୍ଥାନ ପୂରା ଶୂନଶାନ୍‌ । ଜେଲ ପାଖ ଦେଇ ଲୋକମାନେ ଯିବାକୁ ଭୟ କରନ୍ତି । କୁହାଯାଏ ଏଠାରେ ଅଶରିରୀ ବାସ କରୁଛି…

୪୦ ଲକ୍ଷ ୨ଜଣ ଭୂତଙ୍କ ସଭାପତି ଏବେ ଜେଲରେ, ପୋଲିସକୁ ଚକ୍‌ମା ଦେବାରେ ମାହିର ଥିଲା

ଖୋର୍ଦ୍ଧା(କେନ୍ୟୁଜ୍):  ବନ୍ଧା ହେଲେ ଭୂତଙ୍କ ସଭାପତି । ୪୦ଲକ୍ଷ ୨ଜଣ ଭୂତଙ୍କ ସଭାପତି କହି କିଛିଦିନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିବା ଜଣେ ବ୍ୟକ୍ତିଙ୍କୁ ଖୋର୍ଦ୍ଧା ସଦର ଥାନା ପୋଲିସ ଗିରଫ କରିଛି । ଗିରଫ ବ୍ୟକ୍ତି ହେଲେ ସ୍ଥାନୀୟ ନନ୍ଦପୁର ଗାଁର ବିପିନ କୁମାର ରାଉତରାୟ । ବିପିନଙ୍କ…

ଜାଣନ୍ତୁ ଭୂତ କେତେ ପ୍ରକାର ଏବଂ କେଉଁ ଭୂତ ସବୁଠୁ ଅଧିକ ଭୟଙ୍କର

କଣ ଆପଣଙ୍କୁ ଭୂତ, ପ୍ରେତ, ଡାହାଣୀ ବିଷୟରେ ପଢ଼ିବା ଏବଂ ଶୁଣିବାକୁ ଭଲ ଲାଗେ। ଏହାର ଜବାବ ଆପଣ ହଁ କିମ୍ବା ନାଁ କହିଲେ ବି ଆମ ସମସ୍ତଙ୍କୁ ଏହାକୁ ଜାଣିବାକୁ ବହୁତ ଇଚ୍ଛା ଓ ଉତ୍ସୁକତା ଥାଏ। ଜୀବନ ଆଉ ମୃତ୍ୟୁ ଭିତରେ ଇଏ ହେଉଛି ସେହି ଦୁନିଆ, ଯାହାକୁ ଆମେ ଏବେ ପର୍ଯ୍ୟନ୍ତ ବୁଝି ପାରିନାହୁଁ।…

ଅଧ ରାତିରେ ପ୍ରେମିକାକୁ ଭୂତ ପଠାଇଲା ମେସେଜ! ଭୂତିଆ ହୋଟେଲରେ ରାତି ବିତାଇବା ପରେ ପ୍ରେମିକ କଲେ ଏଭଳି ଅଜବ ଦାବି

ଭୂତପ୍ରେତଙ୍କ ଅସ୍ତିତ୍ୱକୁ ନେଇ ସବୁବେଳେ ଭ୍ରମ ରହି ଆସିଛି। କିଛି ଲୋକ ଏହାକୁ ବିଶ୍ୱାସ କରୁଥିବା ବେଳେ ଆଉ କିଛି ଲୋକ ଏହା କେବଳ ମନର ଭାବନା ବୋଲି କୁହନ୍ତି। ହେଲେ ନିକଟରେ ଇଂଲଣ୍ଡର ଜଣେ ବ୍ୟକ୍ତି ଏକ ଅଜବ ଦାବି କରିଛନ୍ତି। ସେ କହିଛନ୍ତି କି, ସେ ଭୂତର ଫଟୋ ଉଠାଇଛନ୍ତି, ଆଉ ଭୂତ ତାଙ୍କରି…

ପଥର ଭିତରେ ୧୦୦୦ ବର୍ଷରୁ କଏଦ ଥିଲା ‘ରାକ୍ଷସ’! ଦୁଇ ଖଣ୍ଡ ହୋଇଯିବାରୁ ଲୋକେ କଲେ ଆଶ୍ଚର୍ଯ୍ୟଜନକ ଖୁଲାସା; ଜାଣନ୍ତୁ…

କେବଳ ଭାରତରେ ନୁହେଁ, ଅନେକ ଦେଶରେ ବି ପୌରାଣିକ ଲୋକକଥା ସବୁ ରହିଛି। ଏମିତି ହିଁ ଜାପାନରୁ ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଏଠି ଏକ ପ୍ରାଚୀନ ଶିଳାଖଣ୍ଡରେ ହଜାର ବର୍ଷ ପୂର୍ବେ ଏକ ରାକ୍ଷସ ବାସ କରୁଥିଲା ବୋଲି ଦାବି କରାଯାଉଥିଲା। କିନ୍ତୁ…

ରାସ୍ତାରେ ବୁଲୁଛି ଭୂତ, ସିସି ଟିଭିରେ ଦେଖିବା ପରେ ଲୋକେ ଭୟଭୀତ; ଦେଖନ୍ତୁ ଭିଡିଓ

ରାସ୍ତାରେ ବୁଲୁଛି ଭୂତ। ଲୋକମାନେ ବି ନିଜ ଆଖିରେ ଏହାକୁ ଦେଖିଛନ୍ତି। କିନ୍ତୁ ଲୋକଙ୍କ ସାମ୍ନାକୁ ଆସିବା ପରେ ଅଚାନକ ଗାୟବ ହୋଇଯାଉଛି ଭୂତ। ସିସି ଟିଭିରେ ବି ଏହା କଏଦ ହୋଇଛି। ଉତ୍ତର ପ୍ରଦେଶର ଆଜମଗଡ଼ ସହର ସ୍ଥିତ କୋଲଘାଟ ଅଞ୍ଚଳରେ ଏବେ ଏହି ଭୂତର ଛାଇ ଦେଖିବାକୁ ମିଳିଛି। ରାସ୍ତାରେ ଭୂତ…