Browsing Tag

ghost

କେବେବି କରନ୍ତୁନି ଏମିତି କାମ, ଆପଣଙ୍କ ପ୍ରତି ଜଲଦି ଆକର୍ଷିତ ହେବେ ଦୁଷ୍ଟ ଆତ୍ମା

ଗରୁଡ ପୁରାଣ ଅନୁଯାୟୀ ଦେହ ତ୍ୟାଗ କରିବା ପରେ ଯେଉଁ ଲୋକଙ୍କୁ ମୁକ୍ତି ମିଳିନଥାଏ, ତାହେଲେ ଯେ ଲୋକ ଏବଂ ପରଲୋକ ମଧ୍ୟରେ ଘୂରି ବୁଲିଥାଏ। ଆଉ କୌଣସି ନା କୌଣସି ରୂପରେ ନିଜ ଉପସ୍ଥିତି ଜାହିର କରିଥାନ୍ତି। ଧର୍ମଗ୍ରନ୍ଥ କୁହେ ଯେ ଆତ୍ମା ଜୀବିତ ଲୋକଙ୍କ ଠାରୁ ଦୂରତା ରକ୍ଷା କରନ୍ତି କିନ୍ତୁ…

ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖୁଛି ଭୂତ, ସମ୍ବନ୍ଧ ପରେ ହୋଇଯାଉଛି ଗାଏବ

ଭୂତ ସହ ଶାରୀରିକ ସମ୍ପର୍କ ରଖୁଛନ୍ତି ମହିଳା। ବିଶ୍ୱାସ ହେଉନଥିଲେ ବି ଏହାକୁ ସତ ବୋଲି ଦାବି କରିଛନ୍ତି ଯୁବତୀ ଜଣକ। ଲୋକମାନେ ସାଧାରଣତଃ ମଣିଷଙ୍କ ସହ ଶାରୀରିକ ସମ୍ପର୍କ ରଖି ଚରମ ତୃପ୍ତି ଲାଭ କରିଥାନ୍ତି। କିନ୍ତୁ ଏହି ମହିଳାଙ୍କୁ ଜଣେ ଭୂତ ଏହି ସୁଖ ଦେଉଛି। ଜଣେ ମଣିଷ ସହ ସମ୍ପର୍କ…

ପୂର୍ବତନ ରାଷ୍ଟ୍ରପତିଙ୍କ ପୈତୃକ ଘରେ ରହୁଛି ଆତ୍ମା! ପ୍ରମାଣ ଦେଖିଲେ ଆପଣ ବି ଥରି ଉଠିବେ, ଜାଣନ୍ତୁ କେଉଁଠି ଅଛି ଏହି…

ସୁପରନ୍ୟାଚୁରାଲ ବା ଅସାଧାରଣ ଅଲୌକିକ ଶକ୍ତି ସବୁବେଳେ ହିଁ ଜିଜ୍ଞାସା ଏବଂ ଖୋଜ୍‌ର ବିଷୟ ରହି ଆସିଛି। ଏମିତି ହିଁ ଏକ ଖୋଜ୍‌ ସମୟରେ ଅନୁସନ୍ଧାନକାରୀଙ୍କ ସାମ୍ନା ଭୂତ ସହିତ ହୋଇଛି। ଅନୁସନ୍ଧାନକାରୀଙ୍କ ଟିମ୍‌ ଦାବି କରିଛି କି, ସେମାନେ ଭୂତର ଫଟୋ ମଧ୍ୟ ନେଇଛନ୍ତି। ଜଣାଯାଇଛି ଯେ ଏହି ଫଟୋ…

କେବଳ ରାତି ସମୟରେ ହିଁ କାହିଁକି ଦେଖାଯାଆନ୍ତି ଭୂତ ପ୍ରେତ, ଜାଣନ୍ତୁ ଏହା ପଛର କାରଣ

ଭୂତ ପ୍ରେତ ସହ ଜଡିତ ଅନେକ କାହାଣୀ ଆମେ ଶୁଣିଛନ୍ତି। ଯଦିଓ ଭୂତ ପ୍ରେତ ଏବଂ ଆତ୍ମାର ରହସ୍ୟରୁ ଏବେ ଯାଏଁ ପରଦା ଉଠିପାରିନାହିଁ, ତଥାପି ଭୂତ ପ୍ରେତକୁ ନେଇ ଅନେକ କଥା ଶୁଣିବାକୁ ମନ ହୋଇଥାଏ। ଏହାକୁ ଆମେ ବହୁତ ଆଗ୍ରହ ସହକାରେ ଶୁଣି ବି ଥାନ୍ତି। ସେହିପରି ଦେଶ ଦୁନିଆରେ ଅନେକ ଲୋକ ଅଛନ୍ତି,…

ପବ୍‌ରେ ଏକୁଟିଆ ବସିଥିଲେ ମହିଳା, ହଠାତ୍‌ ଭୂତର ଆରମ୍ଭ ହୋଇଗଲା କାରନାମା; ଦେଖନ୍ତୁ ଭାଇରାଲ ଭିଡିଓ

କୁହାଯାଏ କି, ଦୁନିଆରେ ମଣିଷ ଅଛନ୍ତି ତ ଭୂତ ବି କେଉଁଠି ନା କେଉଁଠି ନିଜ ଜାଗା ବଜାୟ ରଖିଛନ୍ତି। ଏବେ ଇଂଲଣ୍ଡର ଏକ ପବ୍‌କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ହୋଇପାରେ, ଆପଣଙ୍କୁ ଭୂତର କାହାଣୀ ଉପରେ ବିଶ୍ୱାସ ନ ଥିବ, କିନ୍ତୁ ଏହି ଘଟଣା ଆପଣଙ୍କୁ ବିଶ୍ୱାସ କରିବାକୁ ବାଧ୍ୟ କରିଦେବ। ପ୍ରକୃତ…

ରାତିରେ କମ୍ବଳ ଭିତରେ ହେଲା କିଛି ଏମିତି ଯେ ଶୁଣିଲେ ଲୋମ ଟାଙ୍କୁରି ଉଠିବ ଆପଣଙ୍କର, ଜାଣନ୍ତୁ କ’ଣ କହିଲେ ଏହି ଦମ୍ପତି

ନିକଟରେ ଜଣେ ଦମ୍ପତି ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ସେମାନେ କହିଛନ୍ତି କି, କିଛିଦିନ ତଳେ ସେମାନେ ଏକ କୁକୁରର ଭୂତ ସହିତ ବେଡ୍‌ ସେୟାର କରିଛନ୍ତି। କୁକୁରର ଭୂତ ସେମାନଙ୍କ ଗୋଡ଼ ଉପରେ ବସିଥିଲା ଏବଂ ସେମାନଙ୍କ ସହିତ ଟେଲିଭିଜନ ବି ଦେଖିଥିଲା। ଖବର ମୁତାବକ, ସାଉଥ୍‌ପୋର୍ଟର ମାଇକେଲ…

ଭୂତ! ଆପେ ଚାଲିବାକୁ ଲାଗୁଛି ଘର ଆଗରେ ପାର୍କିଂ ହୋଇଥିବା ବାଇକ୍‌, Video ଦେଖିଲେ ଆପଣଙ୍କ ଛାତିରେ ବି ପଶିଯିବ ଛନକା

ସୋସିଆଲ ମିଡିଆରେ ଡରେଇ ଦେଲା ଭଳି ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି, ଏକ ବାଇକ୍‌ ଘର ସାମ୍ନାରେ ପାର୍କିଂ ହୋଇଛି। ସେଠାରେ କେହି ଉପସ୍ଥିତ ନାହାନ୍ତି। କିଛି ସେକେଣ୍ଡ ପରେ ବାଇକ୍‌ ଆପେ ଚାଲିବାକୁ ଲାଗୁଛି। ଏହି ସିସିଟିଭି ଫୁଟେଜ ଗତ ଡିସେମ୍ବରରେ କଏଦ ହୋଇଥିବା ବେଳେ…

ଆପଣଙ୍କ ଘରେ ଭୂତ-ପ୍ରେତ ନାହାନ୍ତି ତ! ଏମିତି କରିପାରିବେ ପରୀକ୍ଷା

ଦୁନିଆରେ ଭୂତ-ପ୍ରେତ ଅଛନ୍ତି କି ନାହିଁ ଏହି ପ୍ରଶ୍ନ ଦୀର୍ଘ ଦିନରୁ ରହିଆସିଛି। ଭାରତରେ ପ୍ରାଚୀନ ସମୟରୁ ହିଁ ଆତ୍ମା-ପରମାତ୍ମାଙ୍କୁ ବିଶ୍ୱାସ କରାଯାଏ। ଆମ ପୂର୍ବପୁରୁଷମାନେ ମଧ୍ୟ ଏହାକୁ ମାନନ୍ତି। କିଛି ଲୋକ ଭୂତ, ପ୍ରେତ, ଡାହାଣୀଙ୍କୁ ଦେଖିଥିବା ମଧ୍ୟ ଦାବି କରନ୍ତି। ତେବେ ଆଜି ଆସନ୍ତୁ…

ଘରେ ଭୂତ ଥିବା ସନ୍ଦେହ ହେବାରୁ ମଜାରେ ଫଟୋ ଉଠାଇଥିଲେ ମହିଳା, ମାତ୍ର ରୋଷେଇ ଘର ଫଟୋ ଦେଖିବା ପରେ ଉଡ଼ିଗଲା ହୋସ୍‌

ଫଟୋରେ କଏଦ ହେଲା ଭୂତ। ବିଶ୍ୱାସ ହେଉନଥିଲେ ବି ଏହା ସତ। ଆମେରିକାରେ ଏଭଳି ଏକ ବିସ୍ମୟକର ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ମହିଳା ନିଜ ଫୋନରେ ଭୂତର ଫଟୋ ଉଠାଇଥିବା ନେଇ ଦାବି କରିଛନ୍ତି। କେବଳ ଦାବି କରିନାହାନ୍ତି ସେ ଏହି ଫଟୋକୁ ସୋସିଆଲ ମିଡିଆରେ ବି ସେୟାର କରିଛନ୍ତି। ମହିଳା ଜଣକ…

ପ୍ରେତ ବାଧା ନିବାରଣ ପାଇଁ ଆପଣାନ୍ତୁ ଏହି ୮ଟି ଉପାୟ, ପାଖ ମାଡ଼ିବେନି ଦୁଷ୍ଟ ଆତ୍ମା

ଘରେ କିମ୍ବା ଘର ଆଖପାଖରେ ଆପଣଙ୍କୁ କିଛି ଅଦ୍ଭୁତ ପ୍ରକାର ଅନୁଭବ ହେଉଛି କି? ବାହାରୁ କିଛି ଅଜବ ଶବ୍ଦ ଆସୁଛି କି? ତା’ହେଲେ ହୋଇଯାଆନ୍ତୁ ସାବଧାନ। ଏହା ହୋଇପାରେ ଭୂତପ୍ରେତଙ୍କ କାରନାମା। ଘର ଚାରିପାଖେ ବୁଲୁ ଥାଇପାରନ୍ତି ଦୁଷ୍ଟ ଆତ୍ମା। ଏଥିରୁ ମୁକ୍ତି ପାଇଁ ଆପଣଙ୍କୁ କିଛି ଉପାୟ…

ସ୍କୁଲ ପରିସରରେ ଭୂତ ଭୟ, ଦୁଇ ଦିନରେ ହଷ୍ଟେଲ ଛାଡିଲେଣି ଶତାଧିକ ଛାତ୍ରଛାତ୍ରୀ

କେନ୍ଦୁଝର (କେନ୍ୟୁଜ୍) : ସ୍କୁଲ ପରିସରରେ ଭୂତ ଭୟ । ଦୁଇ ଦିନରେ ହଷ୍ଟେଲ ଛାଡିଲେଣି ଶତାଧିକ ଛାତ୍ରଛାତ୍ରୀ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅର୍ନ୍ତଗତ ଭଅଁରପୁର ପ୍ରାଥମିକ ବିଦ୍ୟାଳୟରେ ଦୁଇଦିନ ଧରି ହଷ୍ଟେଲ ଛାଡିଛନ୍ତି ଶତାଧିକ ଛାତ୍ରଛାତ୍ରୀ । ଏହି ଘଟଣାକୁ ନେଇ ଛାତ୍ରଛାତ୍ରୀ ଓ…

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭୂତ, ଜଙ୍ଗଲରେ ବୁଲୁଛି ଧଳା ପୋଷାକ ପିନ୍ଧି, ଦେଖନ୍ତୁ ଭିଡିଓ

ଭୁବନେଶ୍ବର(କେନ୍ୟୁଜ୍):  ଭୂତକୁ ନେଇ ସବୁ ବେଳେ ନାନା କଥା, ନାନା ଗୁଜବ। ସୋସିଆଲ ମିିଡିଆରେ ତ ଏହାକୁ ନେଇ ସବୁ ବେଳେ କିଛି ନା କିଛି ଭିଡିଓ ଆସୁଛି। ଏବେ ପୁଣି ଏକ ଭୂତର ଭିଡିଓ ଭାଇରାଲ ହୋଇଛି। ଜଙ୍ଗଲ ଭଳି ଜଣାପଡୁଥିବା ରାସ୍ତାରେ ଗାଡି ଧରି କିଛି ଯୁବକ ଯାଉଛନ୍ତି। ରାତି ସମୟ। ନିଛାଟିଆ…