Browsing Tag

ghulam nabi azad

ଭାରତର ମୁସଲମାନ ପୂର୍ବରୁ ହିନ୍ଦୁ ଥିଲେ, ପରେ ଧର୍ମ ପରିବର୍ତ୍ତନ କରିଛନ୍ତି : ଗୁଲାମ ନବୀ

ନୂଆଦିଲ୍ଲୀ : କଂଗ୍ରେସରୁ ଅଲଗା ହୋଇ ଡେମୋକ୍ରାଟିକ ପ୍ରୋଗେସିଭ ଆଜାଦ ପାର୍ଟି ଗଢ଼ିଥିବା ଜମ୍ମୁ-କଶ୍ମୀର ପୂର୍ବ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଆଜାଦ କହୁଥିବାର ଦେଖାଯାଇଛି ଯେ ହିନ୍ଦୁ ଧର୍ମ ଇସଲାମ ଠାରୁ ପୁରୁଣା ଓ ସବୁ…

କଂଗ୍ରେସ ପାଇଁ ଆଜି କଳା ଦିନ: ମହମ୍ମଦ ମୋକିମ୍‌

ଭୁବନେଶ୍ୱର(କେନ୍ୟୁଜ୍): କଂଗ୍ରେସ ପାଇଁ ଆଜି କଳା ଦିନ। ବାରବାଟୀ-କଟକ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍‌ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ଗୁଲାମ ନବୀ ଆଜାଦ ସବୁ ରାଜ୍ୟର ପ୍ରଭାରୀ ରହି ଆସିଛନ୍ତି। ତାଙ୍କର ସାଙ୍ଗଠନିକ ଅଭିଜ୍ଞତା ରହିଛି, ଏହା କଂଗ୍ରେସ ଦଳ ପାଇଁ ଶୁଭଙ୍କର ନୁହେଁ।…

ରାଜ୍ଯସଭାରେ କାନ୍ଦିଲେ ମୋଦି, ଜାଣନ୍ତୁ କ’ଣ ଥିଲା କାରଣ

ରାଜ୍ୟସଭାରେ ଗୁଲାମନବୀଙ୍କ ଆଜି ଶେଷଦିନ । ନିଜ ବିଦାୟୀ ଭାଷଣରେ ଗୁଲାମନବୀ କହିଛନ୍ତି ମୁଁ ସେ ସୌଭାଗ୍ୟଶାଳୀ ଲୋକଙ୍କ ଭିତରୁ ଜଣେ, ଯିଏ କେବେ ପାକିସ୍ତାନ ଯାଇନାହି । ଯେବେ ପାକିସ୍ତାନର ପରିସ୍ଥିତି ବିଷୟରେ ଜାଣିବାକୁ ପାଏ ମତେ ହିନ୍ଦୁସ୍ତାନୀ ମୁସଲିମ ହେବାର ଗର୍ବ ଅନୁଭବ ହୁଏ । ଏହାଶୁଣିବା…

ଜମ୍ମୁ-କଶ୍ମୀର ଯିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମନବୀଙ୍କୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭାର ବିରୋଧୀ ଦଳ ନେତା ଗୁଲାମନବୀ ଆଜାଦଙ୍କୁ ଜାମ୍ମୁ-କଶ୍ମୀର ଯିବା ପାଇଁ ଅନୁମତି ମିଳିଛି। ପିଟିସନ୍‌ର ଶୁଣାଣି ବେଳେ କୋର୍ଟରେ ଗୁଲାମନବୀ ଆଜାଦ କହିଥିଲେ ଯେ, ମୁଁ ପୂର୍ବତନ ମୁଖ୍ୟମନ୍ତ୍ରୀ। ଏଭଳି ଉତ୍ତରରେ…

ଶ୍ରୀନଗର ଏୟାରପୋର୍ଟରେ କଂଗ୍ରେସ ସାଂସଦ ଗୁଲାମ ନବୀ ଆଜାଦ ଅଟକ

ଶ୍ରୀନଗର: ଶ୍ରୀନଗର ଏୟାରପୋର୍ଟରେ କଂଗ୍ରେସ ସାଂସଦ ତଥା ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଅଟକ । ତାଙ୍କ ସହ ଜମ୍ମୁ କାଶ୍ମୀର କଂଗ୍ରେସ ମୁଖ୍ୟ ଗୁଲାମ ଅହମ୍ମଦ ମୀରଙ୍କୁ ମଧ୍ୟ ଅଟକ ରଖାଯାଇଛି । ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସୁରକ୍ଷାକର୍ମୀ ଅଟକାଇଥିଲେ । ଗୁଲାମ ନବୀ ଆଜାଦ କାଶ୍ମୀରର…

ଓଡ଼ିଶାରେ ରାଜ୍ୟସଭାର କଂଗ୍ରେସ ସଂସଦୀୟ ଦଳର ନେତା ଗୁଲାମ ନବୀ ଆଜାଦ, ଫନି କେତେ କ୍ଷୟକ୍ଷତି କରିଛି ସେନେଇ କରିବେ ଆକଳନ

ଓଡ଼ିଶାରେ ପହଞ୍ଚିଛନ୍ତି ରାଜ୍ୟସଭାର କଂଗ୍ରେସ ସଂସଦୀୟ ଦଳର ନେତା ଗୁଲାମ ନବୀ ଆଜାଦ । ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଗୁଲାମନବୀ । ଫନି କେତେ କ୍ଷୟକ୍ଷତି କରିଛି ସେନେଇ ଆକଳନ କରିବେ। ଏହାପରେ AICCଙ୍କୁ ରିପୋର୍ଟ ଦେବେ। ପୁରୀ ମେଡିକାଲ, ବଳିଆ ପଣ୍ଡା ଏବଂ କୋଣାର୍କ ଗସ୍ତ କରି ପିପିଲି…