ପରିଣୀତିଙ୍କୁ ଏମିତି କିଛି ବିବାହ ଉପହାର ଦେଲେ ସାନିଆ, ଫ୍ୟାନ୍ସ କରୁଛନ୍ତି ଚର୍ଚ୍ଚା
ପରିଣୀତି ଚୋପ୍ରା ଓ ଆପ୍ ନେତା ରାଘବ ଚଢା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ବିବାହରେ ଘନିଷ୍ଠ ବନ୍ଧୁ ଏବଂ ପରିବାର ଲୋକମାନେ ସାମିଲ ହୋଇଥିଲେ । ଏହି ବିବାହରେ ଅନେକ ସେଲିବ୍ରିଟି ଏବଂ ରାଜନେତା ମଧ୍ୟ ନଜର ଆସିଥିଲେ । ଉଦୟପୁରରେ ହେଇଥିବା ଏହି ବିବାହରେ ଅଭିନେତ୍ରୀଙ୍କ ଘନିଷ୍ଠ…