ପୋଡା ଅଦା ଏବଂ ମହୁ ଖାଇବା ଦ୍ୱାରା ଦୂର ହେବ ସ୍ୱାସ୍ଥ୍ୟ ସମସ୍ୟା, ଥଣ୍ଡା ଏବଂ କାଶରୁ ତୁରନ୍ତ ମିଳିବ ଆରାମ
ଯଦି ଆପଣ ବର୍ଷା ଋତୁରେ ରୋଗରୁ ଦୂରେଇ ରହିବାକୁ ଚାହୁଁଛନ୍ତି, ତେବେ ପୋଡା ଅଦା ଏବଂ ମହୁ ଖାଆନ୍ତୁ । ଏହି ଦୁଇଟି ଜିନିଷ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିବ ଏବଂ ଅନେକ ପ୍ରକାରର ରୋଗରୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରିବ । ଅଦା ଏବଂ ମହୁ କାଶ ଏବଂ ଥଣ୍ଡା ଭଳି ଅନେକ ସମସ୍ୟାରୁ ମୁକ୍ତି…