ବନାନ୍ତୁ ରେଷ୍ଟୁରାଣ୍ଟ ଷ୍ଟାଇଲର ଜିଞ୍ଜର ଗାର୍ଲିକ ପନୀର, ସ୍ୱାଦ ଏକଦମ୍ ଜବରଦସ୍ତ
ଡିନରରେ ଆପଣ କିଛି ସ୍ପେଶାଲ କରିବାକୁ ଚାହୁଁଛନ୍ତି କି, ତାହେଲେ ଘରେ ଯଦି ପନୀର ଅଛି ତାହେଲେ ଆଜି ପ୍ରସ୍ତୁତ କରନ୍ତୁ ଜିଞ୍ଜର ଗାର୍ଲିକ ପନୀର। ଏହା ଖାଇବାକୁ ଯେତିକି ସ୍ୱାଦିଷ୍ଟ ଆପଣ ଥରେ ଖାଇଲେ ଏହାକୁ ବାରମ୍ବାର ଖାଇବାକୁ ମନ କରିବେ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ…