କଂଗ୍ରେସକୁ ଗମାଙ୍ଗଙ୍କ ରିଟର୍ଣ୍ଣସ୍, ୧୭ରେ ଦିଲ୍ଲୀରେ ମିଶିବେ
କଂଗ୍ରେସକୁ ଗମାଙ୍ଗ ରିଟର୍ଣ୍ଣସ୍ । ୧୭ ତାରିଖରେ ଦିଲ୍ଲୀରେ କଂଗ୍ରେସରେ ମିଶିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପତ୍ନୀ ହେମା ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ । ଏମାନଙ୍କ ସହ ପୂର୍ବତନ ସାଂସଦ ସଞ୍ଜୟ ଭୋଇ ବି ୧୭ ତାରିଖରେ କଂଗ୍ରେସରେ ମିଶିବେ । କଂଗ୍ରେସ ଛାଡି ଏମାନେ ବିଜେପିରେ…