Browsing Tag

girl born in 9 date

ଲଭ୍‌ ନୁହେଁ, ଆରେଞ୍ଜ ମ୍ୟାରେଜ୍‌ରେ ବିଶ୍ୱାସ କରନ୍ତି ୯ ତାରିଖରେ ଜନ୍ମିତ ଝିଅମାନେ

ସ୍ୱଭାବରେ ଜଣେ ଅନ୍ୟ ଠାରୁ ଭିନ୍ନ । କାହାର ପସନ୍ଦ, ନାପସନ୍ଦ, କଥା କହିବାର ଢ଼ଙ୍ଗ ଓ ଭାବନା ତାଙ୍କର ରାଶି ଅନୁଯାୟୀ ହେବା ସହ ଜନ୍ମ ତାରିଖ ସହ ମଧ୍ୟ ଯୋଡି ହୋଇଥାଏ । ଯାହାକୁ ଆମେ ଇଂରାଜୀରେ ନ୍ୟୁମରଲୋଜି ବୋଲି କହିଥାଉ । ସଂଖ୍ୟା ସହ ବ୍ୟକ୍ତି ଜୀବନର ବହୁତ କିଛି ରହସ୍ୟ ଜଡିତ ହୋଇ ରହିଥାଏ ।…