କଳାହାଣ୍ଡି ଖପ୍ରାମାଲ ଗାଁରେ ଅଭାବନୀୟ ଘଟଣା: ଘରେ ରୋଷେଇ କରିବା ବେଳେ ଗ୍ୟାସରୁ ନିଆଁ ଲାଗି ଜୀଅନ୍ତା ଜଳିଗଲେ ଯୁବତୀ
କଳାହାଣ୍ଡି: ଜୀଅନ୍ତା ଜଳିଗଲେ ଯୁବତୀ। ଘରେ ନିଆଁ ଲାଗି ଯୁବତୀ ଜୀବନ୍ତ ଦଗ୍ଧ । କଳାହାଣ୍ଡି କୋକସରା ଥାନା ଖପ୍ରାମାଲ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।
ମୃତକ ହେଲେ ସେହି ଗାଁର ଟ୍ଵିଙ୍କଲ କନ୍ଦପାନ । ସକାଳୁ ରୋଷେଇ କରିବା ବେଳେ ଗ୍ୟାସରୁ ନିଆଁ ଲିକ୍ ହୋଇ ଟ୍ଵିଙ୍କଲଙ୍କ ଦେହରେ ଲାଗି…