Browsing Tag

girl child harassment

ମା ପାଲଟିଲା ରାକ୍ଷସୀ: ଗୋଡ ବାନ୍ଧି ଚେଙ୍କ ଦେଲା ନିଜ ଜନ୍ମ କଲା ଝିଅକୁ

କଟକ: ମା ପାଲଟିଲା ରାକ୍ଷସୀ । କଞ୍ଚା ଡାହାଣୀ ପରି ଝୁଣି ଝୁଣି ନିଜ ଝିଅକୁ ଦେଉଥିଲା ନିର୍ଯ୍ୟାତନା । ଏମିତି ନିର୍ଯ୍ୟାତନା ଯାହା ଶୁଣିଲେ ଆପଣଙ୍କ ଥାତି ଥରିଉଠିବ। ଶିଶୁକନ୍ୟାଟିର ଗୋଡ ବାନ୍ଧି ଚେଙ୍କ ଦେଲା ମା । କଟକ କାଠଯୋଡି ବିହାର ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। କଟକ ମର୍କତନଗର…