Browsing Tag

girl commit suicide

ଭଦ୍ରକ: ଅସଦାଚରଣ ପରେ ଲୋକଲଜ୍ଜା ସହି ନପାରି ଯୁବତୀଙ୍କ ଆତ୍ମହତ୍ୟା ଅଭିଯୋଗ

ଭଦ୍ରକ(କେନ୍ୟୁଜ୍) : ଅସଦାଚରଣ ପରେ ଲୋକଲଜ୍ଜା ସହି ନପାରି ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ। ଏଭଳି ଅଭିଯୋଗ ହୋଇଛି ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ବାଙ୍ଗମୁହାଁ ଗାଁରେ। ଯୁବତୀ ଫ୍ୟାନରେ ଓଢ଼ନୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ଧୁଷୁରୀ ଥାନାରେ ଗାଁର ସନ୍ତୋଷ ମାଝୀଙ୍କ…