Browsing Tag

girl kidnap

ମହିଳାଙ୍କୁ କାର୍ ରେ ଉଠାଇନେଲା, ଗୁରୁତର ଅବସ୍ଥାରେ ଫିଙ୍ଗି ଦେଇ ଚାଲିଗଲା

ଆନନ୍ଦପୁର(କେନ୍ୟୁଜ): ଏକା ଯାଉଥିଲେ ଟିକେ ସାବଧାନ୍ ରୁହନ୍ତୁ ! ଆଜିର ଏଇ ଘଟଣା ଆପଣଙ୍କୁ ଚକିତ କରାଇବ । କେମିତି ଦୁର୍ବୁତ୍ତ ମହିଳାଙ୍କୁ ଉଠାଇନେଇ ଅତର୍କିତ ଆକ୍ରମଣ କରି ଫିଙ୍ଗି ଦେଇ ପଳାଇଲେ, ତାହା ଏବେ ସାମ୍ନାକୁ ଆସିଛି । ତେବେ ଏଭଳି ଅନେକ ଘଟଣା ପ୍ରତିଦିନ ଆମ ଆଖପାଖରେ ଘଟୁଛି ।…

ଅପହରଣ ଉଦ୍ୟମ ପଣ୍ଡ, ମହିଳାଙ୍କୁ ଆକ୍ରମଣ ପରେ ଛାଡ଼ିଦେଲା ଦୁର୍ବୃତ୍ତ

ଆନନ୍ଦପୁର : ଅପହରଣ ଉଦ୍ୟମ ପଣ୍ଡ । ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ପରେ ଛାଡ଼ିଦେଲା ଦୁର୍ବୃତ୍ତ । ଅପହରଣ ପରେ ସ୍ଥାନୀୟ ବାସିନ୍ଦା ଗାଡ଼ିକୁ ଗୋଡ଼ାଇବାରୁ ମହିଳାଙ୍କୁ ରାସ୍ତା କଡ଼ରେ ଫିଙ୍ଗି ଚାଲିଗଲା ଦୁର୍ବୃତ୍ତ । କେନ୍ଦୁଝର ଜିଲ୍ଲା ଘଷିପୁରା ଠାରେ ଏଭଳି ଘଟଣା ଦେଖାଯାଇଛି ।…

ଦିନ ଦ୍ୱିପ୍ରହରରେ ଶିକ୍ଷୟିତ୍ରୀଙ୍କୁ ଅପହରଣ କଲେ ଦୁବୃର୍ତ୍ତ, ଭାଇରାଲ ହେଉଛି ଭିଡିଓ

ଦିନକୁ ଦିନ ବଢ଼ି ଚାଲିଛି ଅପରାଧିକ ମାମଲା । ରାତି କଣ ଅପରାଧୀମାନେ ଦିନରେ ବି ଅପରାଧ କରିବାକୁ ପଛାଉ ନାହାନ୍ତି । ନା ଅଛି ପୋଲିସର ଭୟ ନା ଅଛି କାନୁନର ଭୟ । ନିର୍ଭୟରେ ଅପରାଧିକ କାର୍ଯ୍ୟକୁ କରୁଛନ୍ତି କିଛି ଅପରାଧି । ତେବେ ନିକଟରେ ଏଭଳି ଏକ ଅପହରଣର ମାମଲା ସାମ୍ନାକୁ ଆସିଛି । ଯାହାକୁ…

ବନ୍ଧୁକ ମୁନରେ ଛାତ୍ରୀଙ୍କୁ ଅପହରଣ ପାଇଁ ଉଦ୍ୟମ, କାବୁ ହେଲେ ଯୁବକ

ଜଳେଶ୍ୱର (କେନ୍ୟୁଜ): ସବୁବେଳେ କୁହାଯାଏ ପ୍ରେମ ଶାଶ୍ୱତ, ଚିରନ୍ତନ, ପବିତ୍ର। ଦୁଇଟି ମନ ଓ ହୃଦୟର ମିଳନକୁ ହିଁ ତ ପ୍ରେମ କୁହାଯାଏ। ଏହା ଏକ ସ୍ୱତନ୍ତ୍ର ଭାବନା, ଯାହା ଦେଖେନି ଧନୀ ଗରିବ, ଗୋରା କଳା, ଡେଙ୍ଗାଗେଡ଼ା, ବୟସ ତାରତମ୍ୟ। ହେଲେ ଏକତରଫା ପ୍ରେମକୁ ଆପଣ କଣ କହିବେ । ତେବେ ପ୍ରାୟତଃ…

ମାଟ୍ରିକ ପରୀକ୍ଷା ସାରି ଘରକୁ ଫେରୁଥିବା ବେଳେ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ

ପଟ୍ଟାମୁଣ୍ଡାଇ(କେନ୍ୟୁଜ୍): ମାଟ୍ରିକ ପରୀକ୍ଷା ସାରି ଘରକୁ ଫେରୁଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରିଥିଲେ ଦୁର୍ବୃତ୍ତ । ତେବେ ଛାତ୍ରୀ ଜଣଙ୍କ କୌଶଳ କ୍ରମେ ଗାଡି କାଚ ଭାଙ୍ଗି ଖସିଯିବାରେ ସଫଳ ହୋଇଥିଲେ। ଖସିଯିବା ସମୟରେ ଦୁର୍ବୃତ୍ତମାନେ ଛାତ୍ରୀକୁ ବ୍ଲେଡରେ ଆକ୍ରମଣ କରିବାରୁ ଛାତ୍ରୀଙ୍କ…

ଦିନକୁ ଦିନ ବଢ଼ି ଚାଲିଛି ଅପହରଣ, ସାନ ଭଉଣୀ ଆଖି ଆଗରୁ ବଡ଼ ଭଉଣୀକୁ ଉଠାଇ ନେଲେ ଦୁର୍ବୃତ୍ତ

ରାୟଗଡ଼ା (କେନ୍ୟୁଜ): ରାୟଗଡ଼ା ଜିଲ୍ଲାରେ ବଢ଼ି ଚାଲିଛି ନାବାଳିକା ଅପହରଣ। ଅପହରଣକାରୀଙ୍କ ଟେର ପାଉନି ପୋଲିସ। ଏପରି ଘଟଣା ପୁଣି ଦେଖା ଦେଇଛି ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଅଞ୍ଚଳରେ ।ଜଣେ ୧୬ବର୍ଷୀୟା ନାବାଳିକାକୁ ଦିନ ଦ୍ୱୀପହର ଘରେ ପଶି ଅପହରଣ କରି ନେଇଛନ୍ତି। ଝିଅର ଫେରିବା ବାଟକୁ ଚାହିଁ…

ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ କଟକ ସ୍ୱତନ୍ତ୍ର ପୋକସୋ ଅଦାଲତଙ୍କ ନିର୍ଦ୍ଦେଶ: ଦୋଷୀ ଅର୍ଜୁନ…

କଟକ(କେନ୍ୟୁଜ୍‌): ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ଦୋଷୀ ଅର୍ଜୁନ ପୃଷ୍ଟିକୁ ୧୪ ବର୍ଷ ସଶ୍ରମ କାରାଦଣ୍ଡାଦେଶ । କଟକ ସ୍ୱତନ୍ତ୍ର ପୋକସୋ ଅଦାଲତ ଦୋଷୀକୁ ସଶ୍ରମ ଜେଲ ଦଣ୍ଡାଦେଶ ସହ ୨୫ ହଜାର ଟଙ୍କାର ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧିକ ୭ ମାସ…

ନାବାଳିକାକୁ ଚୋରି ପରେ ବିକ୍ରି ଉଦ୍ୟମ ପଣ୍ଡ, ମାଡ଼ି ବସିଲା କମିଶନରେଟ ପୋଲିସ୍‌

ଭୁବନେଶ୍ୱର(କେନ୍ୟୁଜ୍): ନାବାଳିକାକୁ ଚୋରି ପରେ ବିକ୍ରି ଉଦ୍ୟମ ପଣ୍ଡ। ଚୋରି ବେଳେ ମାଡ଼ି ବସିଲା କମିଶନରେଟ ପୋଲିସ୍‌।  ନାବାଳିକାଟିକୁ ବିକ୍ରି କରିବା ପୂର୍ବରୁ ଅଭିଯୁକ୍ତକୁ ମାଡ଼ି ବସିଥିଲା କମିଶନରେଟ ପୋଲିସ୍‌। ଖାଲି ସେତିକି ନୁହେଁ ୫ ଦିନ ଧରି ନିଖୋଜ ଥିବା ଜଣେ ନାବାଳିକାକୁ ଉଦ୍ଧାର…

ନାବାଳିକାକୁ ଅପହରଣ ! ଝିଅକୁ ଫେରାଇ ଆଣିବାକୁ ପରିବାର ଲୋକଙ୍କୁ ପୋଲିସ୍ ମାଗିଲା ୫ ହଜାର ଟଙ୍କା

ଆନନ୍ଦପୁର(କେନ୍ଯୁଜ୍): ନାବାଳିକାକୁ ଅପହରଣ ଅଭିଯୋଗ । ଝିଅକୁ ଫେରାଇ ଆଣିବାକୁ ପୋଲିସ ମାଗିଲା ୫ ହଜାର ଟଙ୍କା। ଏମିତିକି ପୋଲିସ ବାବୁ ୨ କେଜି ମାଛ ନେଇଥିବା ମଧ୍ୟ ଅଭିଯୋଗ ଆଣିଲେ ନାବାଳିକାଙ୍କ ପରିବାର ଲୋକ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା କାଠକଟା ଅଞ୍ଚଳର ଘଟଣା । ଜଣେ ନାବାଳିକାକୁ…

ଟ୍ୟୁସନରୁ ଘରକୁ ଫେରୁଥିବା ଛାତ୍ରୀଙ୍କୁ ରାସ୍ତା ମଝିରୁ ଉଠାଇନେଲେ ଯୁବକ, ଭାଇରାଲ ହେଉଛି କିଡନାପ ବେଳର ଦୃଶ୍ୟ

ଚାନ୍ଦବାଲି (କେନ୍ୟୁଜ) : ଟ୍ୟୁସନରୁ ଫେରୁଥିବାବେଳେ ରାସ୍ତା ମଝିରେ ଯୁବତୀଙ୍କୁ ଅପହରଣ। ଜୋରଜବରଦସ୍ତ ଟାଣି ଓଟାରୀ ଇଣ୍ଡିଗୋ କାରରେ ବସାଇ ନେଇଗଲେ ଯୁବକ। ଠେଲିପେଲି ଅପହରଣ କରି ନେଇଯାଉଥିବା ଦୃଶ୍ୟ ଏବେ ସମସ୍ତଙ୍କୁ ବିଚଳିତ କରିଛି। ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା…

ସହଯୋଗୀ ସହ ମିଶି ଯୁବତୀଙ୍କୁ ଅପହରଣ କରି ନେଲା ବିବାହିତ ଯୁବକ, ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପରେ ଚାନ୍ଦବାଲି…

ଚାନ୍ଦବାଲି: ଦୁଇଟି ବାହା ହୋଇକି ବି ମନ ବୁଝିଲାନି । ପୁଣି ଜଣେ ୨୫ବର୍ଷର ଯୁବତୀକୁ ନିଜ ସହଯୋଗୀଙ୍କ ସହ ମିଶି ଜୋର ଜବରଦସ୍ତ ଟେକିନେଇଛି ଜଣେ ବିବାହିତ ଯୁବକ । ଏମିତି ଅଭିଯୋଗ ଆସିଛି, ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଭୂଇଁବୃତି ପଂଚାୟତର ପୁରୋସ୍ତମପୁର ଗାଁରୁ। ‌ଅଭିଯୁକ୍ତ ଜଣକ ଭୂଇଁବୃତି…

ପୁରୀ ସଦର ଥାନା ଅଞ୍ଚଳରେ ନାବାଳିକାଙ୍କୁ ଅପହରଣ ଅଭିଯୋଗ, ହଷ୍ଟେଲ କର୍ତ୍ତୃପକ୍ଷଙ୍କ ହାତ ଥିବା ସନ୍ଦେହ କରୁଛନ୍ତି…

ପୁରୀ : ପୁରୀ ସଦର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ଅଭିଯୋଗ। ଗତ ୨୯ ତାରିଖରୁ ତାଙ୍କର କୌଣସି ପତ୍ତା ମିଳୁ ନାହିଁ। ପରିବାର ଲୋକ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ମାମଲା ରୁଜୁ କରିଥିଲେ ବି କୌଣସି ପଦକ୍ଷେପ ନେଉ ନଥିବାରୁ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେପଟେ…