Browsing Tag

girl misbehave case

କଟକରେ ନାବାଳିକାଙ୍କୁ ବସ୍‌ ଭିତରେ ଅସଦାଚରଣ ଘଟଣା: ଧରାପଡ଼ିଲା ଅଭିଯୁକ୍ତ କଣ୍ଡକ୍ଟର

କଟକ(କେନ୍ୟୁଜ୍): କଟକରେ ନାବାଳିକାଙ୍କୁ ବସ୍‌ ଭିତରେ ଅସଦାଚରଣ ଅଭିଯୋଗରେ ଧରାପଡ଼ିଲା ଅଭିଯୁକ୍ତ କଣ୍ଡକ୍ଟର । ଗତକାଲି ରାତିରେ ତାକୁ ଅଟକ ରଖିଛି ପୋଲିସ୍ । ଅଭିଯୁକ୍ତକୁ ପଚରାଉଚରା କରାଯାଉଛି । ଆଜି ତାଙ୍କୁ ଗିରଫ କରିପାରେ ପୋଲିସ୍ । ଘଟଣା ପରଠୁ ଅଭିଯୁକ୍ତ କଣ୍ଡକ୍ଟର ଫେରାର୍‌ ଥିଲା । ତାକୁ…

କଟକରେ ଅଭାବନୀୟ ଘଟଣା: ବସ୍ ଭିତରେ ନାବାଳିକାଙ୍କୁ ଅସଦାଚରଣ, ବାଦାମବାଡ଼ି ଥାନାରେ ଏତଲା

କଟକ(କେନ୍ୟୁଜ୍): କଟକରେ ଅଭାବନୀୟ ଘଟଣା । ବସ୍ ଭିତରେ ନାବାଳିକାଙ୍କୁ ଅସଦାଚରଣ ନେଇ ବାଦାମବାଡ଼ି ଥାନାରେ ପିଡିତାଙ୍କ ପରିବାରଙ୍କ ଏତଲା । ଗତ ୫ ତାରିଖ ରାତିରେ ଜଣେ ନାବାଳିକା ଅନୁଗୁଳ ବସ ଷ୍ଟାଣ୍ଡରେ ଛିଡା ହୋଇଥିଲେ । ଏହାର ସୁଯୋଗ ନେଇ ଜଣେ ବସ କଣ୍ଡକ୍ଟର ନାବାଳିକାଙ୍କୁ ବସ ଭିତରକୁ ନେଇ…

ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରୀଙ୍କୁ ଶିକ୍ଷକଙ୍କ ଦୁର୍ବ୍ୟବହାର! ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣା ଦେଲେ…

ମହାକାଳପଡ଼ା (କେନ୍ୟୁଜ୍): ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରୀଙ୍କୁ ଶିକ୍ଷକଙ୍କ ଦୁର୍ବ୍ୟବହାର ଅଭିଯୋଗ । ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ। କେନ୍ଦ୍ରାପଡ଼ା ମହାକାଳପଡ଼ା ଅଞ୍ଚଳର ଘଟଣା । ୩ ଦିନ ତଳେ ସ୍କୁଲର ବିଜ୍ଞାନ ଶିକ୍ଷକ ଜଣେ ଛାତ୍ରୀଙ୍କୁ ଦୁର୍ବ୍ୟବହାର…

ବିଦ୍ୟାଳୟ ଭିତରେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ! କାହାକୁ ଜଣାଇଲେ ଅଶ୍ଳୀଳ ଫଟୋ ଭାଇରାଲ୍‌ କରିବାକୁ ମିଳୁଛି ଧମକ

ଉଦଳା (କେନ୍ୟୁଜ୍): ବିଦ୍ୟାଳୟ ଭିତରେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ । ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଶାଳଖୁଣ୍ଟା ଆଶ୍ରମ ବିଦ୍ୟାଳୟରେ ପଢୁଥିବା ଜଣେ ଛାତ୍ରୀ କିଛି ଦିନ ବିଦ୍ୟାଳୟ ଆସିନଥିଲେ । କିଛି ଦିନ ବ୍ୟବଧାନ ପରେ ବିଦ୍ୟାଳୟ ଆସିବାରୁ ପ୍ରଧାନଶିକ୍ଷକ ଏବଂ ମାଟ୍ରୋନ୍‌…

ନାବାଳିକାକୁ ଦୁଷ୍କର୍ମ, ଅପରାଧ ଲୁଚାଇବାକୁ ଯାଇ ଇଟାରେ ଛେଚି ହତ୍ୟା

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଉନାଓ ଜିଲ୍ଲାରେ ୧୧ ବର୍ଷୀୟ ନାବାଳିକାଙ୍କୁ ବଳାତ୍କାର ପରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଏହି ଘଟଣାଟି ଉତ୍ତରପ୍ରଦେଶ ଉନ୍ନାଓ ଜିଲ୍ଲାର ସୈଫପୁର ଅଂଚଳରେ ହୋଇଛି। ସୂଚନା ଅନୁଯାୟୀ ଶୁକ୍ରବାର ରାତିରେ ନାବାଳିକାଟି ଘର ବାହାରେ ଶୋଇଥିବା ସମୟରେ ନିଖୋଜ…