ତିନି ଗଣଦୁଷ୍କର୍ମକାରୀ ଯୁବକ ଗିରଫ
ବ୍ରହ୍ମପୁର (କେନ୍ୟୁଜ୍) : ଗଞ୍ଜାମ ଜିଲ୍ଲାରେ ପୁଣି ଲଜ୍ଜା । କବିସୂର୍ୟ୍ୟନଗର ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଘରୁ ଟେକି ନେଇ ଗଣ ଦୁଷ୍କର୍ମ ହୋଇଥିବା ଘଟଣା ଲୋକଙ୍କ ମନରୁ ଲିଭି ନଥିବାବେଳେ ପୁଣି ଗୋଳନ୍ଥରା ଥାନା ଅନ୍ତର୍ଗତ ଦୁମୁଦୁମି ଗାଁରେ ଜଣେ ନାବାଳିକାକୁ ଗଣ ଦୁଷ୍କର୍ମ ହୋଇଥିବା…