ମଝି ନଈରେ ୨ ଘଣ୍ଟା ଫସି ରହିଲେ ଯୁବତୀ, ଉଦ୍ଧାର କଲା ଅଗ୍ନିଶମ ବାହିନୀ
ସମ୍ବଲପୁର (କେନ୍ଯୁଜ): ନଦୀ ମଝିରୁ ଯୁବତୀ ଉଦ୍ଧାର। ନଦୀ ମଝିରେ ୨ ଘଣ୍ଟା ଫସି ରହିଥିବା ଯୁବତୀଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ସମ୍ବଲପୁର ମହାନଦୀର ସମଲେଇ ଘାଟରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଯୁବତୀ ଜଣକ ହେଉଛନ୍ତି ଅତାବିରା ରେଙ୍ଗାଲି କେମ୍ପର ପ୍ରଭାତୀ ସେଠ। ସେ ସମ୍ବଲପୁରରେ…