ବାପା ପୂରଣ କଲେନି ଅଳି, ମୋବାଇଲ ଦେଲେନି ବୋଲି ଝୁଲିପଡିଲେ ୨୪ ବର୍ଷୀୟ ଯୁବତୀ
ମୋବାଇଲ ମିଳିଲାନି ବୋଲି ଆତ୍ମହତ୍ୟା କଲେ ୨୪ ବର୍ଷୀୟ ଯୁବତୀ । ଯୁବତୀ ଜଣକ ଘରେ ମୋବାଇଲ ପାଇଁ ଜିଦି କରିଥିଲେ । ଘର ଲୋକେ ମୋବାଇଲ ଦେଲେନି ବୋଲି ଯୁବତୀ ଜଣକ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ପୋଲିସକୁ ଘଟଣା ବିଷୟରେ ସୂଚନା ମିଳିବା ପରେ ଘଟଣାସ୍ଥଳକୁ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ…