ଘରକୁ ଲୁଚି ଛପି ଆସିଥିଲା ପ୍ରେମିକ, ହେଲେ ହଠାତ୍ ପହଁଚିଗଲେ ଯୁବତୀଙ୍କ ପରିବାର ଲୋକେ
ଘରେ ନଥିଲେ କେହି । ଯାହାର ସୁଯୋଗ ପାଇ ନିଜ ପ୍ରେମିକକୁ ଘରକୁ ଡାକିଥିଲେ ଯୁବତୀ । ହେଲେ ଏତିକି ବେଳକୁ ହଠାତ୍ ଘରେ ଆସି ପହଁଚିଗଲେ ଯୁବତୀଙ୍କ ପରିବାର ଲୋକେ । ଆଉ ତାପରେ ଯାହା ଘଟଣା ଘଟିଲା ତାହା ନକହିବା ଭଲ । ଟ୍ରଙ୍କ୍ ବାକ୍ସ ଭିତରୁ ବାହାରିଲା ଯୁବତୀଙ୍କ ପ୍ରେମିକ । ନିଜ ପ୍ରେମିକା ସହ…