Browsing Tag

Girlfriend’s Revenge

ପ୍ରେମିକାର ପ୍ରତିଶୋଧ : ନିଜ ପ୍ରେମିକର ନବ ବିବାହିତା ପତ୍ନୀଙ୍କ ଚୁଟି କାଟି ଆଖିରେ ଲଗାଇଦେଲା ଫେବିକ୍ୱିକ ଗମ

ବିହାରର ନାଲନ୍ଦାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ସୂଚନା ଅନୁଯାୟୀ ଏଠାରେ ରହୁଥିବା ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ପ୍ରତାରଣାରେ ଏତେ ମାତ୍ରାରେ ରାଗିଯାଇଥିଲେ ଯେ ନିଜର ସମସ୍ତ ରାଗକୁ ସେ ତାଙ୍କର ନବବିବାହିତା ପତ୍ନୀଙ୍କ ଉପରେ ସୁଝାଇଥିଲେ ।…