ବେଙ୍ଗାଲୁରୁରେ ସକାଳୁ ଚାଲିବାକୁ ଯାଇଥିବା ମହିଳାଙ୍କୁ ଅସଦାଚରଣ ଅଭିଯୋଗ ମାମଲାରେ, ଜଣେ ଗିରଫ
ବେଙ୍ଗାଲୁରୁରେ ସକାଳ ଚାଲିବାକୁ ଯାଇଥିବା ୩୪ ବର୍ଷୀୟ ମହିଳାଙ୍କ ପ୍ରତି ଯୌନ ନିର୍ଯାତନା ମାମଲା ସମଗ୍ର ଦେଶକୁ ଚକିତ କରିଦେଇଥିଲା । ଏହା ପରେ ଲୋକମାନେ ସହରର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠାଉଥିଲେ । ତେବେ ବର୍ତ୍ତମାନ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୁକ୍ତଙ୍କୁ ଗିରଫ…