Browsing Tag

glacier burst

ଚତୁର୍ଥ ଦିନରେ ଚାଲିଛି ଟନେଲ୍‌ରୁ ଉଦ୍ଧାର କାର୍ଯ୍ୟ: କରାଯାଉଛି ଡ୍ରୋନ୍‌ର ବ୍ୟବହାର, ୩୨ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ଉତ୍ତରାଖଣ୍ଡ: ଜୀବନ ବଞ୍ଚାଇବାବୁ ବାଜି ଲାଗିଛି ଜୀବନ । ଟନେଲ୍‌ରେ ଚାଲିଛି ଅପରେସନ୍‌ । ଅଢ଼େଇ କିଲୋମିଟର ଲମ୍ବର ଟନେଲ ଭିତରେ ଥିବା ଜୀବନ ବଞ୍ଚାଇବା ଯବାନଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି । ଟନେଲରେ ଫସି ରହିଛନ୍ତି ପାଖାପାଖି ୨୫ରୁ ୩୫ ଜଣ । ମିଳିତ ଅପରେସନ୍‌ରେ ସାମିଲ ହୋଇଛନ୍ତି ଆଇଟିବିପି,…

ଉତ୍ତରାଖଣ୍ଡ ହିମସ୍ଖଳନରେ ଓଡ଼ିଆ ପୁଅ ନିଖୋଜ, ପାୱାର ପ୍ରକଳ୍ପ ଅଧୀନସ୍ଥ ତପୋବନ ରେଣୀ ବ୍ୟାରେଜରେ ଇଲେକ୍ଟ୍ରିସିଆନ୍‌…

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡ ହିମସ୍ଖଳନରେ ଓଡ଼ିଆ ପୁଅ ନିଖୋଜ । ନିଖୋଜ ଯୁବକ ଭଦ୍ରକ ଚାନ୍ଦବାଲି ବ୍ଲକ ଯଶିପୁର ପଞ୍ଚାୟତର ନାଗାର୍ଜୁନ ଦାସ । ସେ ଉତ୍ତରାଖଣ୍ଡରେ ଥିବା ଋଷିଗଙ୍ଗା ପାୱାର ପ୍ରକଳ୍ପ ଅଧୀନସ୍ଥ ତପୋବନ ରେଣୀ ବ୍ୟାରେଜରେ ଇଲେକ୍ଟ୍ରିସିଆନ୍‌ ଭାବେ କାମ କରୁଥିଲେ । ରବିବାର…

ଉତ୍ତରାଖଣ୍ଡ ହିମସ୍ଖଳନ ଘଟଣା: ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି, ନିଖୋଜଙ୍କୁ ଉଦ୍ଧାର ପାଇଁ ଜାରି ରହିଛି ଉଦ୍ୟମ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡ ହିମସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି ପାଇଛି । ୨୦୦ରୁ ଅଧିକ ନିଖୋଜ ଥିବା ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି । ନିଖୋଜଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ଆଇଟିବିପି, ସେନା, ଏନ୍‌ଡିଆରଏଫ୍‌ ଓ ଏସ୍‌ଡିଆରଏଫ୍‌ ପକ୍ଷରୁ ତଲାସି କରାଯାଉଛି ।…