ଇଟାଲୀରେ ଭୁଶୁଡ଼ିଲା ଗ୍ଲାସିୟର୍; ୫ ମୃତ, ୮ ଗୁରୁତର…ଏବେ ବି ଫସି ରହିଛନ୍ତି ୧୮ ଜଣ ଲୋକ
ଇଟାଲୀରେ ଅଲ୍ପାଇନ ଗ୍ଲାସିୟର୍ର ଏକ ବଡ଼ ଅଂଶ ରବିବାର ଦ୍ୱିପ୍ରହରରେ ଭୁଶୁଡ଼ି ପଡ଼ିଥିଲା, ଯାହା ସଂସ୍ପର୍ଶରେ ଆସି ୫ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୮ ଜଣ ଆହତ ହୋଇଛନ୍ତି। ଇଟାଲୀର ଏକ ସରକାରୀ ମିଡିଆ ମୁତାବକ, ଗ୍ଲାସିୟର୍ ଭୁଶୁଡ଼ି ପଡ଼ିବାରୁ ହଠାତ୍ ଲୋକମାନେ ବରଫ ଚଟାଣର ଧ୍ୱଂସାବଶେଷରେ ଫସି…