ବିଶ୍ବକପ ୨୦୨୩ : ମାଷ୍ଟରବ୍ଲାଷ୍ଟର ସିଚନ୍ ତେନ୍ଦୁଲକରଙ୍କୁ ଗ୍ଲୋବାଲ ଆମ୍ବାସଡର୍ ନିଯୁକ୍ତ କଲା ICC
ରାତି ପାହିଲେ ଝୁମିବେ କ୍ରିମେଟ୍ ପ୍ରେମୀ । ଆରମ୍ଭ ହେବ ଆଇସିସି ବିଶ୍ବକପ କ୍ରିକେଟ। ତା’ ପୂର୍ବରୁ ସଚିନ ତେନ୍ଦୁଲକରଙ୍କୁ ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରିଛି ଆଇସିସି । କ୍ରିକେଟ୍ ଇତିହାସରେ ସର୍ବାଧିକ ରନହାସଲକାରୀ ଖେଳାଳି ସଚିନ ଗୁରୁବାର ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ…