Browsing Tag

global t20

ଯୁବରାଜ ସିଂହ ଧରିଲେ ଆଶ୍ଚର୍ଯ୍ୟଜନକ କ୍ୟାଚ୍‌, ଯାହାକୁ ଦେଖି ସ୍ତବ୍ଧ ହୋଇଗଲା ଦୁନିଆ

ଟିମ ଇଣ୍ଡିଆର ପୂର୍ବ ଅଲରାଉଣ୍ଡର ଆଜିକାଲି ଗ୍ଲୋବାଲ ଟି-୨୦ କାନାଡା ଲିଗରେ ଖେଳିବା ସହିତ ଟୋରଣ୍ଟୋ ନ୍ୟାସନାଲରେ ଅଧିନାୟକତ୍ୱ କରୁଛନ୍ତି। ଲିଗରେ ୟୁବି ବଲର,ବ୍ୟାଟ୍ସମ୍ୟାନ ଏବଂ ଫିଲ୍ଡିଂ ଆଦି ଏକା ସାଥିରେ କରି ଧମାଲ ମଚାଉଛନ୍ତି। ରବିବାର ଦିନ ୟୁବିଙ୍କର ଏହି ଆଶ୍ଚଯ୍ୟର୍କର ଖେଳରେ ଏକ ନମୁନା…