ଚଳିତ ବର୍ଷ ଜୁଲାଇ ତାପମାତ୍ର ଭାଙ୍ଗିଲା ରେକର୍ଡ, ଏମିତି ଉତ୍ତପ୍ତ କେବେ ହୋଇନଥିଲା
ଇତିହାସ ରଚିଲା ୨୦୧୯ର ଜୁଲାଇ ମାସ। ଆଜି ପର୍ଯ୍ୟନ୍ତ ଯେତେ ଜୁଲାଇ ମାସ ଆସିଛି, ସେ ଭିତରୁ ୨୦୧୯ର ଜୁଲାଇ ସବୁଠାରୁ ଉତ୍ତପ୍ତ। ଜୁଲାଇ ୨୯ ପର୍ଯ୍ୟନ୍ତ ପ୍ରାରମ୍ଭିକ ତଥ୍ୟ ଅନୁଯାୟୀ ଏହା ୨୦୧୬ର ଜୁଲାଇ ମାସ ସହ ସମାନ କିମ୍ବା ତାଠାରୁ ଅଧିକ ହୋଇଛି। ପୂର୍ବରୁ ଜୁଲାଇ ୨୦୧୬ର ଜୁଲାଇ ସବୁଠାରୁ…