Odisha News
.
Browsing Tag

glowing skin

ଏହି ପ୍ରକାରେ ଘରେ ହିଁ ତିଆରି କରନ୍ତୁ ଲୋଶନ, ରୁକ୍ଷ ତ୍ୱଚା ରହିବ ମୁଲାୟମ୍‌

ଶୀତଦିନେ ସାଧାରଣତଃ ତ୍ୱଚା ସମସ୍ୟା ଦେଖାଦେଇଥାଏ। ଥଣ୍ଡା ପାଗରେ ତ୍ୱଚା ଶୁଷ୍କ ହୋଇଯାଏ। ତେଣୁ ଏହି ଋତୁରେ ତ୍ୱଚାର ଠିକ୍‌ ଯତ୍ନ ନେବା ଉଚିତ। ତେବେ ବଜାରରେ ମିଳୁଥିବା ପ୍ରଡକ୍ଟ ବଦଳରେ ଆପଣ ଘରେ ପ୍ରାକୃତିକ ଉପାୟରେ ଲୋଶନ ତିଆରି କରି ଲଗାଇପାରିବେ। ଏଥିରେ ଆପଣଙ୍କ ତ୍ୱଚାକୁ କୌଣସି କ୍ଷତି…

ରାତାରାତି ଆପଣଙ୍କ ଚେହେରା ଦିଶିବ ଉଜ୍ୱଳ, ଆପଣାନ୍ତୁ ଏହି ଛୋଟ ଉପାୟ

ମହିଳାମାନେ ମୁହଁର ସୁନ୍ଦରତା ବଜାୟ ରଖିବା ପାଇଁ ବଜାରରେ ମିଳୁଥିବା ବିଭିନ୍ନ ପ୍ରସାଧନ ସାମଗ୍ରୀ ବ୍ୟବହାର କରିଥାନ୍ତି। ନିଜକୁ ସୁନ୍ଦର ଦେଖାଯିବା ପାଇଁ ସମସ୍ତେ ଇଚ୍ଛା ରଖିଥାନ୍ତି। କିନ୍ତୁ ମହିଳାମାନେ ଏତେ ସବୁ ପ୍ରକାର ପ୍ରସାଧନ ସାମଗ୍ରୀ ବ୍ୟବହାର କରିବା ପରେ ମଧ୍ୟ ରେଜଲ୍ଟ ମିଳିନଥାଏ।…

ସନସ୍କ୍ରିମ୍‌ ନଲଗାଇ ମଧ୍ୟ ଖରାକୁ ଦେଇପାରିବେ ମାତ୍‌, କେବଳ ଏହି ଟିପ୍ସ ଆପଣାନ୍ତୁ ଏବଂ ଉଜ୍ୱଳ ତ୍ୱଚା ପାଆନ୍ତୁ

ଗରମ ଦିନେ ତ୍ୱଚାର ଖାସ୍‌ ଯତ୍ନ ନେବା ପାଇଁ ସର୍ବଦା ସମସ୍ତେ ପରାମର୍ଶ ଦେଇଥାନ୍ତି । ଆଉ ଖରାରେ ବାହାରକୁ ଯିବା ସମୟରେ ସନସ୍କ୍ରିମ୍‌ ନିଶ୍ଚୟ ଲଗାଇବା ଆବଶ୍ୟକ । ଯେଉଁମାନଙ୍କ ତ୍ୱଚା ସମ୍ବେଦନଶୀଳ ସେମାନେ ଖରାରେ ବାହାରକୁ ଯିବା ମାତ୍ରେ ତ୍ୱଚା ଲାଲ୍‌ ପଡିଯିବା ସହ ସିଝିଯାଏ । କିନ୍ତୁ ଆଜି…

ପ୍ରତିଦିନ ସକାଳେ ପିଇବା ପାଣିରେ ମିଶାନ୍ତୁ ଏହି ୪ ଟି ଜିନିଷ, ଦୁଇ ଗୁଣ ହୋଇଯିବ ଚେହେରାର ଚମକ

କଣ ଆପଣଙ୍କ ଚେହେରାର ଚମକ ମଳିନ ପଡିଯାଇଛି ? ଯେତେ ଚେଷ୍ଟା କଲେ ବି କୌଣସି ଫଳ ମିଳୁନି । ତେବେ ହୋଇପାରେ ଆପଣଙ୍କ ଶରୀରରେ ପାଣିର ଅଭାବ ହୋଇଛି । ପର୍ଯ୍ୟାପ୍ତ ମାତ୍ରାରେ ପାଣି ନପିଇଲେ ଡିହାଇଡ୍ରେସନ୍ ଯୋଗୁଁ ଏପରି ହୋଇଥାଏ । ପର୍ଯ୍ୟାପ୍ତ ପାଣି ପିଇଲେ ତ୍ବଚା ସମ୍ବନ୍ଧୀୟ ଅନେକ ସମସ୍ୟାରୁ…

ସ୍କିନ୍ ଟାଇପ୍ ହିସାବରେ ଘରେ ପ୍ରସ୍ତୁତ କରନ୍ତୁ ଫେସିଆଲ ଅଏଲ୍, ହେବ ନାହିଁ କୌଣସି କ୍ଷତି

ଦାଗ-ଚିହ୍ନ ଥିବା ଚେହେରାକୁ କ୍ଳିନ ଏବଂ ସୁନ୍ଦର କରିବା ପାଇଁ ମହିଳା ଅନେକ ପ୍ରକାରର ବ୍ଯୁଟି ଟ୍ରିଟମେଣ୍ଟ ଏବଂ କ୍ରିମର ବ୍ଯବହାର କରିଥାନ୍ତି। ଏଥିପାଇଁ ବହୁତ ଟଙ୍କା ମଧ୍ୟ ଖର୍ଚ୍ଚ କରିଥାନ୍ତି। କିନ୍ତୁ ଆପଣ ଘରୋଇ ପ୍ରସ୍ତୁତ ଫେସିଆଲ ଅଏଲ ଦ୍ବାରା ପାଇପାରିବେ ଚମକଦାର ଏବଂ ଚିକ୍କଣ ତ୍ବଚା।…

ସୁନ୍ଦର ଏବଂ ଚମକଦାର ତ୍ବଚା ପାଇଁ ଏପରି କରନ୍ତୁ ଆଳୁର ବ୍ଯବହାର …

ଆମେ ନିତିଦିନ ଆଳୁ ଖାଇଥାଉ,ଏବଂ ସମସ୍ତଙ୍କ ପନିପରିବାରେ ଆଳୁର ମାତ୍ରା ଅଧିକ ରହିଥାଏ ।ଆଳୁ ଏମିତି ଏକ ପରିବା ଯାହା ସବୁ ତରକାରୀ ପାଇଁ ଦରକାର ପଡ଼ିଥାଏ । ଆଳୁ ଖାଇବାର ସ୍ୱାଦ ବଢେଇବା ସହିତ ତ୍ୱଚା ପାଇଁ ମଧ୍ୟ ଲାଭଦାୟକ ଅଟେ । ଆପଣ ମାନେ ଜାଣନ୍ତି କି ଆଳୁ ରସ ଆମ ତ୍ୱଚା ପାଇଁ କେତେ ଆବଶ୍ୟକ…

ଫେସିଆଲ ପାଇଁ ନାହିଁ ସମୟ ? ତେବେ ୨ ଟଙ୍କାର ଏହି ଜିନିଷରୁ ପାଆନ୍ତୁ ସୁନା ଭଳି ଚମକ

ଦିପାବଳୀ ପାଖେଇ ଆସୁଛି। ଦୀପର ଏହି ପର୍ବରେ ନିଶ୍ଚତ ଭାବେ ଆପଣଙ୍କୁ ପାର୍ଟୀର ନିମନ୍ତ୍ରଣ ଆସିବାକୁ ଲାଗିବଣି। ଏଥିପାଇଁ ଆପଣଙ୍କୁ ଡ୍ରେସ ଏବଂ ମେକଅପର ଟେନସନ ହେବାକୁ ଲାଗିଥାଏ। ବହୁତ ଲୋକ ଏମିତି ଅଛନ୍ତି ଯେଉଁମାନଙ୍କୁ ଫେସିଆଲ କରିବାକୁ ଥାଏ କିନ୍ତୁ ବ୍ୟସ୍ତବହୁଳ ଜୀବନ ଭିତରେ ଏହା ପାଇଁ…

ରାତିରେ ଶୋଇବା ପୁର୍ବରୁ ଚେହେରାରେ ଲଗାନ୍ତୁ ଏହି ଜିନିଷ, ସକାଳୁ ଦେଖନ୍ତୁ ଚମତ୍କାର

ପ୍ରାୟ ସମସ୍ତେ ଚାହାନ୍ତି ସୁନ୍ଦର ଦେଖା ଯିବା ପାଇଁ କିନ୍ତୁ ଆଜି କାଲିର ବ୍ୟସ୍ତବହୁଳ ଜୀବନରେ ନିଜର ଧ୍ୟାନ ରଖିବା ପାଇଁ କାହାକୁ ମଧ୍ୟ ସମୟ ମିଳୁ ନାହିଁ। ଏହି କାରଣ ଯୋଗୁଁ ତ୍ବଚା ଜଲଦି ଖରାପ ହୋଇଯାଇଥାଏ। ଆଜି ଆମେ ଆପଣଙ୍କୁ ଏପରି ଏକ ଉରୋଇ ଉପାୟ ଜଣାଇବାକୁ ଯାଉଛୁ, ଯାହା ବହୁତ ଫାଇଦା…

ଚମକି ଉଠିବ ଆପଣଙ୍କ ତ୍ବଚା ! ଏମିତି କରନ୍ତୁ ଲୁଣର ବ୍ଯବହାର

ସମସ୍ତଙ୍କୁ ଦରକାର  ଦାଗହୀନ ଏବଂ ଉଜ୍ଜଳ ତ୍ୱଚା  । ପାର୍ଶ୍ୱପ୍ରତିକ୍ରିୟା ସତ୍ୱେ ପ୍ରାୟ ପ୍ରତ୍ଯେକ ଝିଅ ବିଭିନ୍ନ ବିଉଟି ପ୍ରଡକ୍ଟର ସାହାରା ନିଅନ୍ତି | ଆପଣଙ୍କ ରୋଷେଇଘରେ ଥିବା ଲୁଣକୁ ବ୍ୟବହାର କରି ଆପଣ ଚମକୁଥିବା ଚେହେରା ପାଇପାରିବେ। କିନ୍ତୁ କଣ ଆପଣ ଜାଣନ୍ତି ରୋଷେଇଘରେ ଥିବା ଲୁଣକୁ…