Browsing Tag

glowing skin

ଉଜ୍ୱଳ ତ୍ୱଚା ପାଇବା ପାଇଁ ଫେସ ପ୍ୟାକ ନୁହେଁ ବରଂ ମାନନ୍ତୁ ଏହି ଉପାୟ, ଶୀଘ୍ର ମିଳିବ ଫାଇଦା

ଅଧିକାଂଶ ଝିଅମାନେ ତ୍ୱଚାରେ ଦେଖାଯାଉଥିବା ଦାଗ ପାଇଁ ଚିନ୍ତାରେ ପଡିବା ସହ ଘରୋଇ ଉପଚାରର ସାହାଯ୍ୟ ନେଇଥାନ୍ତି। କେବେ କେବେ ମହଙ୍ଗାରୁ ଅତି ମହଙ୍ଗା ପ୍ରଡକ୍ଟ ମଧ୍ୟ ବ୍ୟବହାର କରିଥାନ୍ତି। କିନ୍ତୁ ଅନେକ ଥର ଏହିସବୁ ଉପାୟ ପରେ ମଧ୍ୟ ତ୍ୱଚାରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିନଥାଏ। ଯଦି…

ମୁହଁରେ ଲଗାନ୍ତୁ ଗାଜର ଫେସ୍ ପ୍ୟାକ୍, ଚେହେରାର ଚମକ ହେବ ଦୁଇଗୁଣା

ଆଜିକାଲି ପ୍ରଦୂଷଣ ବଢିବାରେ ଲାଗିଛି । ଯେଉଁଥି ପାଇଁ ତ୍ୱଚାର ଚମକ ମଧ୍ୟ ଧୀରେ ଧୀରେ କମିବାରେ ଲାଗିଛି । ତ୍ୱଚାରେ ଚମକ ଆଣିବା ପାଇଁ ବଜାରରେ ବିକ୍ରି ହେଉଥିବା କ୍ରିମକୁ ଲୋକମାନେ ଅଧିକ ବ୍ୟବହାର କରୁଛନ୍ତି । ଏହି କ୍ରିମର ପ୍ରଭାବ ବହୁ କମ ଦିନ ପାଇଁ ପଡିଥାଏ । ଏହାର ବ୍ୟବହାର ବନ୍ଦ…

ଚମକଦାର ତ୍ୱଚା ପାଇଁ ବ୍ୟବହାର କରନ୍ତୁ ଅଣ୍ଡାର ଏହି ଫେସ୍‌ପ୍ୟାକ୍‌, ଦୂର ହେବ ପୁରୁଣାରୁ ପୁରୁଣା ଦାଗ

ତ୍ୱଚା ସମ୍ବନ୍ଧୀୟ ପ୍ରତ୍ୟେକ ପ୍ରଡକ୍ଟ ବ୍ୟବହାର କରିବା ପୂର୍ବରୁ ମହିଳାମାନେ ପ୍ରଥମ ତାହାର କିଛି ସାଇଡ୍‌ ଇଫେକ୍ଟ ଅଛି କି ନାହିଁ ଚେକ୍‌ କରିଥାନ୍ତି। ଯଦି ପ୍ରଡକ୍ଟ ଯୋଗୁ କୌଣସି ସମସ୍ୟା ଉପୁଜୁଥାଏ, ତେବେ ସେମାନେ ପୁଣିଥରେ ଉକ୍ତ ସାମଗ୍ରୀ କିଣିନଥାନ୍ତି। କାରଣ ତ୍ୱଚା ଖୁବ୍‌…

ସ୍କିନ୍ ଟୋନ୍ ହିସାବରେ ମୁହଁରେ ଏମିତି ଲଗାନ୍ତୁ ହଳଦୀ, ଚମକିବ ଚେହେରା

ତ୍ୱଚାର ସୌନ୍ଦର୍ଯ୍ୟ ବଢାଇବାକୁ ଆମେ ହଳଦୀ ବ୍ୟବହାର କରିଥାଉ। କିନ୍ତୁ କେଉଁ ତ୍ୱଚା ପାଇଁ କେତେ ହଳଦୀ ଆବଶ୍ୟକ ସେ ବିଷୟରେ ଆମ ଜ୍ଞାନ ନାହିଁ। ଏଣୁ ମନ ଇଚ୍ଛା ଆମେ ହଳଦୀ ଲଗାଉ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ହଳଦୀ ତ୍ୱଚା ପାଇଁ ଭଲ ହୋଇଥିଲେ ମଧ୍ୟ ତାକୁ ଲଗାଇବାର ଏକ ନିୟମ ରହିଛି।…

ଚମକଦାର ତ୍ୱଚା ପାଇଁ ମୁହଁରେ ଲଗାନ୍ତୁ ସୋରିଷ ଫେସ୍‌ପ୍ୟାକ୍‌, ଲିଭିଯିବ ପୁରୁଣାରୁ ପୁରୁଣା ଦାଗ

ସୁନ୍ଦର ଓ ଚମକଦାର ତ୍ୱଚା ପାଇବା ପାଇଁ ଯୁବତୀ ଓ ମହିଳାମାନେ ବିଭିନ୍ନ ପ୍ରକାରର ପ୍ରଡକ୍ଟ ବ୍ୟବହାର କରିଥାନ୍ତି। ଏହା ପରେ ବି ସେମାନଙ୍କୁ ଉଜ୍ଜଳ ତ୍ୱଚା ମିଳିନଥାଏ। ପ୍ରଖର ସୂର୍ଯ୍ୟ କିରଣ ଓ ସନବର୍ଣ୍ଣ ଯୋଗୁ ତ୍ୱଚା ନିଜ ଚମକ ହରାଇଥାଏ। ଏଭଳି ସ୍ଥିତିରେ ଆପଣ ଘର ତିଆରି ଫେସ୍‌ ପ୍ୟାକ୍‌…

ରନ୍ଧା ଚାଉଳକୁ ଏମିତି ଭାବେ କରନ୍ତୁ ବ୍ୟବହାର, କିଛିଦିନ ଭିତରେ ପାଇଯିବେ ଉଜ୍ଜ୍ୱଳ ତ୍ୱଚା

ଅନେକ ବାର ଏମିତି ହୋଇଥାଏ କି, ଘରେ ବଳକା ଭାତକୁ କେହି କେହି ଫିଙ୍ଗି ଦିଅନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ଭାତକୁ ବ୍ୟବହାର କରି କିପରି ତ୍ୱଚାର ସୁନ୍ଦରତା ବଢ଼ାଯାଇ ପାରିବ, ସେ ବିଷୟରେ କହିବୁ। ଆଉ ଏହା ଜାଣିବା ପରେ ଆପଣ ବି ବଳକା ଭାତକୁ ଜମାରୁ ଫିଙ୍ଗିବେ ନାହିଁ। ଖୁବ୍‌ ସହଜ ଉପାୟରେ…

ସୁନ୍ଦର ଏବଂ ଉଜ୍ୱଳ ତ୍ୱଚା ପାଇଁ ସର୍ବୋତ୍ତମ ଏହି ଫେସପ୍ୟାକ୍‌, ଏମିତି କରନ୍ତୁ ବ୍ୟବହାର

ସୁନ୍ଦର ଓ ଉଜ୍ୱଳ ତ୍ୱଚା ସମସ୍ତଙ୍କର ପସନ୍ଦ। ଏଥିପାଇଁ ଯୁବତୀ ଆଜିକାଲି ବଜାରରେ ମିଳୁଥିବା ମହଙ୍ଗା ପ୍ରସାଧନ ସାମଗ୍ରୀ ଉପରେ ନିର୍ଭର କରିଥାନ୍ତ। କିନ୍ତୁ ଏହିସବୁ କ୍ରିମରେ ଥିବା କେମିକାଲ୍ସ ତ୍ୱଚାକୁ ସୁନ୍ଦର କରିବା ପରିବର୍ତ୍ତେ ଖରାପ କରିଦିଏ। ତେବେ ବହୁ ପ୍ରାକୃତିକ ଦ୍ରବ୍ୟ ରହିଛି,…

ରୁକ୍ଷ ତ୍ୱଚା ପାଇଁ ବିଶେଷ ଲାଭକାରୀ ଆଭାକାଡୋ, ଏଥିରେ କରନ୍ତୁ ଏମିତି ଘରୋଇ ଫେସପ୍ୟାକ୍‌

ତ୍ୱଚାରେ ସୁନ୍ଦରତା ପାଇଁ ମହିଳାମାନେ ଅନେକ ପ୍ରକାର ଯତ୍ନ ନିଅନ୍ତି। ସୁନ୍ଦର ତ୍ୱଚା ପାଇଁ ମହଙ୍ଗା ପ୍ରଡକ୍ଟସର ବ୍ୟବହାର ମଧ୍ୟ କରନ୍ତି। କିନ୍ତୁ ଏହି ମହଙ୍ଗା ପ୍ରଡକ୍ଟସ ଚେହେରାରେ ସେତିକି ପ୍ରଭାବ ପକାଇପାରେ ନାହିଁ ଯେପରି ପ୍ରାକୃତିକ ଜିନିଷ ତ୍ୱଚାରେ କରିଥାଏ। ଭିଟାମିନ, ମିନେରାଲ୍ସରେ…

ଆପଣଙ୍କ ଚେହେରାର ଚମକ ବଢାଇବ କ୍ଷୀର-ବ୍ରେଡ ଫେସପ୍ୟାକ୍‌, ଏମିତି କରନ୍ତୁ ବ୍ୟବହାର

ମହିଳାମାନେ ନିଜର ତ୍ୱଚାର ସ୍ୱତନ୍ତ୍ର ଦେଖାଶୁଣା କରିବା ପାଇଁ ଅନେକ ପ୍ରକାର ପ୍ରସାଧନ ସାମଗ୍ରୀ ଉପରେ ନିର୍ଭର କରନ୍ତି। ଯୁବତୀମାନେ ବର୍ଷାଦିନରେ ତ୍ୱଚା ସହିତ ଜଡିକ ଅନେକ ପ୍ରକାର ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଏମିତିରେ ଏହି ଦିନମାନଙ୍କରେ ବ୍ରଣ ଏବଂ ଦାଗ ସହିତ ଜଡିତ ସମସ୍ୟା…

ତ୍ୱଚାରେ ସୁନ୍ଦରତା ବଢାଇବ ଏହି ଘରୋଇ ଉପାୟ, ନିଶ୍ଚିତ କରନ୍ତୁ ପ୍ରୟୋଗ

ବୟସ ବଢିବା ସଙ୍ଗେ ସଙ୍ଗେ ତ୍ୱଚାରେ ଦାଗ, ଭାଙ୍ଗ, କୁଞ୍ଚନ ସହିତ ବ୍ରଣ ଭଳି ଅନେକ ସମସ୍ୟା ଦେଖାଯାଇଥାଏ। ଏହା ସମସ୍ତ ମହିଳାଙ୍କ ପାଇଁ ଚିନ୍ତାର କାରଣ ପାଲଟିଥାଏ। ପ୍ରତ୍ୟେକ ମହିଳା ମୃତ୍ୟୁ ପର୍ଯ୍ୟନ୍ତ ସୁନ୍ଦର ତ୍ୱଚା ଚାହାନ୍ତି। ଏଥିପାଇଁ ସେମାନେ ଅନେକ ଉପାୟ ମଧ୍ୟ ଆପଣାନ୍ତି। କିଛି ଘରୋଇ…

ବ୍ରଣ ସମସ୍ଯା ଦୂର କରିବା ସହ ସୁନ୍ଦର ତ୍ବଚା ପାଇଁ ବ୍ଯବହାର କରନ୍ତୁ ଏହି ୩ଟି ଫେସ୍ ପ୍ଯାକ୍

ଋତୁ ପରିବର୍ତ୍ତନ ସମୟରେ ତ୍ବଚା ଜନିତ ଅନେକ ସମସ୍ଯା ଦେଖାଯାଇଥାଏ। ଏଭଳି ସମୟରେ ତ୍ବଚାରେ ବ୍ରଣ, ଦାଗ ଏବଂ କୁଞ୍ଚନ ଭଳି ଅନେକ ସମସ୍ଯାର ସାମ୍ନା କରିବାକୁ ପଡିଥାଏ। ଏତିସହ ତ୍ବଚା ଶୁଷ୍କ ମଧ୍ଯ ହୋଇଯାଏ। ଏହିକାରଣରୁ ଯଦି ଆପଣ ଚିନ୍ତିତ ଅଛନ୍ତି ତେବେ ଆଜି ଆପଣଙ୍କୁ ଏପରି ୩ଟି ଘରୋଇ ଟିପ୍ସ…