Browsing Tag

gm collage

ସମ୍ବଲପୁର: କରୋନାରୁ ସୁରକ୍ଷା ପାଇଁ GM ବିଶ୍ବବିଦ୍ୟାଳୟ ପ୍ରସ୍ତୁତ କଲା Deep UV sanitizer cabinet ମେସିନ

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁରରେ ଧୀରେ ଧୀରେ କରୋନା ଦୃତ ଗତିରେ ବଢିବା ଆରମ୍ଭ କଲାଣି। ଏଥିରୁ କିଛି ମାତ୍ରାରେ ରକ୍ଷା ପାଇବା ପାଇଁ ଅନେକ ଉପାୟ ମଧ୍ୟ ବାହାରିବାରେ ଲାଗିଛି। ଏହି କରୋନାରୁ ସୁରକ୍ଷା ପାଇଁ  ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର physics ଏବଂ chemestry ବିଭାଗର ମିଳିତ…