Browsing Tag

Gmail down

ହ୍ବାଟସଆପ୍, ଫେସବୁକ, ଇନଷ୍ଟାଗ୍ରାମ ପରେ Gmail ସର୍ଭିସ ହେଲା ଡାଉନ, ଅନେକ ସମସ୍ଯାର ସାମ୍ନା କରୁଛନ୍ତି ୟୁଜର୍ସ

ଆଜିକାଲି ସୋସିଆଲ ମିଡିଆ ଡାଉନ ହେବା ଖବର ଅନେକ ସମୟରେ ଶୁଣିବାକୁ ମିଳୁଛି। ନିକଟରେ ଫେସବୁକ, ହ୍ବାଟସଆପ୍, ଇନଷ୍ଟାଗ୍ରାମ ଦୁଇ ଦୁଇ ଥର ଡାଉନ ହୋଇଥିଲା। ଏବେ ଗତକାଲି ରାତିରେ ଅର୍ଥାତ୍ ୧୨ ଅକ୍ଟୋବରକୁ ଗୁଗୁଲର ମାଗଣା ଇମେଲ ସର୍ଭିସ Gmail ମଧ୍ୟ ଡାଉନ ହୋଇଯାଇଛି। ଫଳରେ ଲୋକେ ସେମାନଙ୍କ ମେଲ…